ETV Bharat / bharat

କାରଗିଲ 'ବିଜୟ ଦିବସ' ଉପଲକ୍ଷେ 'ବିଜୟ ଗଣଦୌଡ'

author img

By

Published : Jul 21, 2019, 9:29 AM IST

ଜୁଲାଇ 26ରେ କାରଗିଲ ବିଜୟକୁ ପୁରିବ 20 ବର୍ଷ । ସେ ନେଇ ଆଜିଠୁ ଆରମ୍ଭ ହୋଇଛି 'ବିଜୟ ଗଣଦୌଡ' । ପିଲା ଠୁ ବୁଢା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବାବେଳେ ବିଜୟ ଚୌକରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ଯାଇଥିଲେ ।

ଫଟୋ ସୌଜନ୍ୟ: ଏଏନଆଇ

ଦିଲ୍ଲୀ: କାରଗିଲ 'ବିଜୟ ଦିବସ' ପାଇଁ ଆଜି ଠୁ 'ବିଜୟ ଗଣଦୌଡ' ଆୟୋଜିତ ହୋଇଛି । ଲେଫ୍ଟଲାଣ୍ଟ ଜେନେରାଲ ଅଶ୍ବିନୀ କୁମାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଦୌଡ ବିଜୟ ଚୌକରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟରେ ସମାପ୍ତ ହେବ । ତେବେ ଏହି ଗଣଦୌଡ଼ରେ ରାଜଧାନୀର ବହୁ ଛୋଟରୁ ବଡ ପିଲା ଭାଗ ନେବା ସହିତ ବିଜୟ ଦିବସ ପାଇଁ ଉତ୍ସାହିତ ଦେଖିବାକୁ ମିଳିଥିଲା ।

କାରଗିଲ ଯୁଦ୍ଧକୁ ଦେଶ 'ବିଜୟ ଦିବସ' ରୂପେ ପାଳନ କରିଆସିଛୁ । ଆସନ୍ତା 26ରେ କାରଗିଲ ଯୁଦ୍ଧକୁ 20 ବର୍ଷ ପୂରିବାକୁ ଯାଉଥିବାବେଳେ ସେ ନେଇ ଗତକାଲି କାରଗିଲ ଗସ୍ତ କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେଠାରେ ସେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । 1999 ମସିହାରେ ଭାରତର ଅପରରେସନ ସଫଳ ହେବା ସହିତ ପାକିସ୍ତାନ ଅନୁପ୍ରବେଶକାରୀଙ୍କ କବଜା କରିଥିବା ସମସ୍ତ ଘାଟି ହରାଇଥିଲେ ।

ଭିଡ଼ିଓ ସୌଜନ୍ୟ: ଏଏନଆଇ

ଏହି ଅପରେସନ ଆମ ବୀର ଯବାନ ତାଙ୍କ ବୀରତ୍ବର ଅଦ୍ୟମ ସାହାସ ଦେଖାଇଥିବାବେଳେ ଏଥିରେ କେତେକ ଶହୀଦ ହୋଇଥିଲେ । ଯାହାଙ୍କ ପାଇଁ ଯବାନମାନେ କାରଗିଲ 'ବିଜୟ ଦିବସ' ପାଳନ ହୋଇଆସିଛୁ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.