ETV Bharat / bharat

ଭିତିହରୱା ଆଶ୍ରମ ବାହାରେ କହ୍ନୈୟାଙ୍କୁ ଅଟକ ରଖିଲା ପୋଲିସ - ଭିତିହରୱା ଆଶ୍ରମ ବାହାରେ କହ୍ନେୟା ଅଟକ

ବିହାର ବେତିୟା ଜିଲ୍ଲାର ଭିତିହରୱା ଆଶ୍ରମ ଠାରେ ଜେଏନ୍‌ୟୁ ପୂର୍ବତନ ଛାତ୍ର ସଂସଦର ସଭାପତି ତଥା ସିପିଆଇ ନେତା କହ୍ନୈୟା କୁମାରଙ୍କୁ ଅଟକ ରଖିଛି ପୋଲିସ । ‘ସମ୍ବିଧାନ ବଞ୍ଚାଓ, ଦେଶ ବଞ୍ଚାଓ’ ଯାତ୍ରା ଆରମ୍ଭ ପୂର୍ବରୁ ଏହି ସ୍ଥାନରୁ କହ୍ନୈୟାଙ୍କୁ ଜିମାରେ ନେଇଛି ପୋଲିସ । ଅଧିକ ପଢନ୍ତୁ...

ଭିତିହରୱା ଆଶ୍ରମ ବାହାରେ କହ୍ନେୟାଙ୍କୁ ଅଟକ ରଖିଲା ପୋଲିସ

author img

By

Published : Jan 30, 2020, 12:55 PM IST

ପାଟନା: ବିହାର ବେତିୟା ଜିଲ୍ଲାର ଭିତିହରୱା ଆଶ୍ରମ ଠାରେ ଜେଏନ୍‌ୟୁ ପୂର୍ବତନ ଛାତ୍ର ସଂସଦର ସଭାପତି ତଥା ସିପିଆଇ ନେତା କହ୍ନୈୟା କୁମାରଙ୍କୁ ଅଟକ ରଖିଛି ପୋଲିସ । ‘ସମ୍ବିଧାନ ବଞ୍ଚାଓ, ଦେଶ ବଞ୍ଚାଓ’ ଯାତ୍ରା ଆରମ୍ଭ ପୂର୍ବରୁ ଏହି ସ୍ଥାନରୁ କହ୍ନୈୟାଙ୍କୁ ଜିମାରେ ନେଇଛି ପୋଲିସ । ଏହି ଯାତ୍ରା ପଶ୍ଚିମ ଚମ୍ପାରଣର ବାପୁଧାମ ଠାରୁ ଆରମ୍ଭ ହୋଇ 29 ଫେବୃଆରୀରେ ପାଟନା ଗାନ୍ଧୀ ମୈଦାନରେ ଶେଷ ହେବାର କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଥିଲା । ଆଜିର ସିଏଏ-ଏନଆରସି ଓ ଏନପିଆରକୁ ବିରୋଧ କରି ଗାନ୍ଧୀ ମୈଦାନରେ ମହାରାଲିର ଆୟୋଜନ କରିଥିଲେ କହ୍ନୈୟା ।

ଭିତିହରୱା ଆଶ୍ରମ ବାହାରେ କହ୍ନେୟାଙ୍କୁ ଅଟକ ରଖିଲା ପୋଲିସ

ଏହି ଯାତ୍ରାର ଆରମ୍ଭରେ ସିପିଆଇ ନେତା କହ୍ନୈୟା ସାଧାରଣ ସଭାକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଚମ୍ପାରଣ ଏସଡିଏମ୍‌ କହ୍ନୈୟାଙ୍କ ଏହି ସାର୍ବଜନୀକ ବୈଠକରୁ ଅନୁମତି ପ୍ରଦାନ କରିନଥିଲେ । ପରେ ସେ ଏହି ଯାତ୍ରାର ଆରମ୍ଭ ପାଇଁ ବେତିୟା ପହଞ୍ଚିଥିଲେ, ମାତ୍ର ସେଠାରେ ତାଙ୍କୁ ପୋଲିସ ଗିରଫ କରିନେଇଥିଲା ।

କହ୍ନୈୟା ସିଏଏ ବିରୋଧରେ ରାଲି କରିବା କାର୍ଯ୍ୟକ୍ରମ ରହିଥିଲା । କହ୍ନୈୟାଙ୍କ ସମର୍ଥକ ମାନେ ରାଲିକୁ ନେଇ ହଟ୍ଟଗୋଳ କରିଥିଲେ । ସମର୍ଥକଙ୍କ ଅଭିଯୋଗ ଥିଲା ଯେ ପୋଲିସ ସଭା ଉପରେ ରୋକ ଲଗାଇଥିଲା ।

Intro:Body:

kanhaiya kumar

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.