ETV Bharat / bharat

ମଣିକର୍ଣ୍ଣିକା ଅଫିସ ଭାଙ୍ଗିବା ଘଟଣା: ବିଏମସିକୁ 2 କୋଟିର କ୍ଷତିପୂରଣ ମାଗିଲେ କଙ୍ଗନା - ମଣିକର୍ଣ୍ଣିକା ଅଫିସ ଭଙ୍ଗିବା ଘଟଣା

ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବରେ ବିଏମସି ମାଧ୍ୟମରେ କଙ୍ଗନାଙ୍କ ଅଫିସକୁ ଭାଙ୍ଗି ମାଟିରେ ମିଶାଇଦେଇଥିଲା । ତେବେ ଏହି ଘଟଣାରେ କଙ୍ଗନା ବିଏମସିକୁ 2 କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ମଣିକର୍ଣ୍ଣିକା ଅଫିସ ଭଙ୍ଗିବା ଘଟଣା: ବିଏମସିକୁ 2 କୋଟିର କ୍ଷତିପୂରଣ ମାଗିଲେ କଙ୍ଗନା

author img

By

Published : Sep 15, 2020, 7:40 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଜାରି ରହିଛି ମହାସଂଗ୍ରାମ । ଏହାରି ମଧ୍ୟରେ କଙ୍ଗନା ମନାଲିରୁ ମୁମ୍ବାଇ ଫେରୁଥିବାବେଳେ ମହାରାଷ୍ଟ୍ର ସରକାର ଆକ୍ରୋଶମୂଳକ ଭାବରେ ବିଏମସି ମାଧ୍ୟମରେ କଙ୍ଗନାଙ୍କ ଅଫିସକୁ ଭାଙ୍ଗି ମାଟିରେ ମିଶାଇଦେଇଥିଲା । ତେବେ ଏହି ଘଟଣାରେ କଙ୍ଗନା ବିଏମସିକୁ 2 କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।

ମଣିକର୍ଣ୍ଣିକା ଅଫିସ ଭଙ୍ଗିବା ଘଟଣା: ବିଏମସିକୁ 2 କୋଟିର କ୍ଷତିପୂରଣ ମାଗିଲେ କଙ୍ଗନା
ମଣିକର୍ଣ୍ଣିକା ଅଫିସ ଭଙ୍ଗିବା ଘଟଣା: ବିଏମସିକୁ 2 କୋଟିର କ୍ଷତିପୂରଣ ମାଗିଲେ କଙ୍ଗନା

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଏକ ନୋଟିସ ମଧ୍ୟ ପଠାଇଛନ୍ତି । ଏଥିରେ ସେ ମଣିକର୍ଣ୍ଣିକା ଅଫିସ ଭଙ୍ଗାରୁଜା ନେଇ ବିଏସସିକୁ କ୍ଷତିପୂରଣ ଦାବି କରିଛନ୍ତି । ଗତ ମାସରୁ କଙ୍ଗନା ରଣାୱତ ଏବଂ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.