ETV Bharat / bharat

କୈଳାଶ ମାନସରୋବର: 29ମାର୍ଚ୍ଚରୁ ଯାତ୍ରା ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ

ଇଚ୍ଛୁକ ଯାତ୍ରୀ କୁମାନ୍ ମଣ୍ଡଳ ବିକାଶ ନିଗମର ଓ୍ବେବସାଇଟ www.kmvn.gov.inକୁ ଯାଇକି ଅନଲାଇନ ଆବେଦନ କରିପାରିବେ। ଚଳିତବର୍ଷ ସମ୍ଭବତଃ 12ଜୁନରୁ କୈଳାଶ ମାନସରୋବର ଯାତ୍ରା ଆରମ୍ଭ ହୋଇପାରେ ।

author img

By

Published : Mar 22, 2019, 12:34 PM IST

ଫାଇଲ ଫଟୋ

ଡେରାଡୁନ: ବାବା ଭୋଲେନାଥଙ୍କ ଭକ୍ତଙ୍କ ପାଇଁ ଭଲ ଖବର। ବିଶ୍ବ ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା ପାଇଁ ଇଚ୍ଛୁକ ଶ୍ରଦ୍ଧାଳୁ କୁମାନ୍ ମଣ୍ଡଳ ବିକାଶ ନିଗମର ଓ୍ବେବସାଇଟରୁ ଅନଲାଇନ ଆବେଦନ କରି ପାରିବେ। ଅନଲାଇନ ଆବେଦନ ପ୍ରକ୍ରିୟା ଆଗାମୀ 29ମାର୍ଚ୍ଚରୁ ଆରମ୍ଭ ହେବ ।

ସୂଚନାଥାଉକି, ଚଳିତବର୍ଷ ସମ୍ଭବତଃ 12ଜୁନରୁ କୈଳାଶ ମାନସରୋବର ଯାତ୍ରା ଆରମ୍ଭ ହୋଇପାରେ ।

ଏନେଇ ଇଚ୍ଛୁକ ଯାତ୍ରୀwww.kmvn.gov.in ସାଇଟକୁ ଯାଇକି ଆବେଦେନ କରି ପାରିବେ । ଏହା ବ୍ୟତୀତ 2ଜଣ ସଦସ୍ୟ ଗୋଟିଏ ଦଳରେ ଯିବାକୁ ଇଚ୍ଛୁକ ତେବେ ଗୋଟିଏ ଆବେଦନ ପତ୍ରରୁ ହିଁ ଆବେଦେନ କରନ୍ତୁ।

ପ୍ରତ୍ୟେକ ବର୍ଷ ଉତ୍ତରାଖଣ୍ଡ, ଦିଲ୍ଲୀ ଓ ସିକ୍କିମ ରାଜ୍ୟର ସରକାର ଏବଂ ଭାରତ ତିବ୍ଦତ ସୀମା ପୋଲିସଙ୍କ ସହଯୋଗରେ ଏହି ଯାତ୍ରା ଆୟୋଜିତ କରାଯାଇଥାଏ । ଆବେଦେନକାରୀ ଶ୍ରଦ୍ଧାଳୁଙ୍କ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା ଦିଲ୍ଲୀ ହାର୍ଟ ଓ ଲଙ୍ଗ ଇଂଷ୍ଟିଚ୍ୟୁଟ(ଡିଏଚ୍ଏଲ୍ଆଇ) ପକ୍ଷରୁକରାଯାଇଥାଏ । ସ୍ବାସ୍ଥ୍ୟ ଯାଞ୍ଚରେ ଉର୍ତ୍ତୀଣ୍ଣ ଯାତ୍ରୀ ହିଁ ମାନସରୋବର ଯାତ୍ରା କରି ପାରିଥାନ୍ତି ।

ଏନ ଏଚ ୫ ଉପରେ ଜଳିଗଲା ବସ

ରାଜଧାନୀର ଅଭାବନିୟକାଣ୍ଡ।ଏନଏ ୫ଆଇଗେଣିଆ ଛକ  ଉପରେ ଥିବା  ଓଆର୦୫ଏଏଫ୦୫୯୩ ତ୍ରାହି ଜଗନ୍ନାଥ ବସରେ ଲାଗିଛି ନିଆ। ଫଳରେ ହୁତ ହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଛି। ତେବେ ବସରେ କୌଣସି ଯାତ୍ରୀ ନଥିବା ବେଳେ କାହାର କୌଣସି ଖୟଖତି ହୋଇନାହିଁ।ବସଟି ଦିର୍ଘ ଦିନ ଧରି ସେହିଠାରେ ପାର୍କି ହୋଇଥିଲା। ତେବେ ନିଆଁ ଲାଗିବାର କାରଣ ଜଣା ପଡିନଥିଲେ ମଧ୍ଯ କେହି ଦୁର୍ବୁତ ନିଆଁ ଲଗାଇଥିବା ଲୋକେ ସଂଦେହ କରିଛନ୍ତି। ନିଆଁ ଲିଭାଇବା ପାଇଁ ଘଟଣା ସ୍ଥଳରେ ପହଁଚିଛନ୍ତି ଅଗ୍ନିଶମ କର୍ମଚାରି। 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.