ETV Bharat / bharat

'ସଫ୍ଟ ଲ୍ୟାଣ୍ଡିଂ କରି ସୃଷ୍ଟି କରିବୁ ଇତିହାସ' - ସଫ୍ଟ ଲ୍ୟାଣ୍ଡିଂ କରି ସୃଷ୍ଟି କରିବୁ ଇତିହାସ

ଚନ୍ଦ୍ରୟାନ-2ର ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ । ଏହାକୁ କାର୍ଯ୍ୟରେ ପରିଣତ କରି ଇତିହାସ ସୃଷ୍ଟି କରିବୁ ବୋଲି ସେ କହିଛନ୍ତି।

ଫାଇଲ ଫଟୋ
author img

By

Published : Sep 6, 2019, 5:24 PM IST

ନୂଆଦିଲ୍ଲୀ: ଭାରତ ପାଇଁ ଆଜି ଏକ ଐତିହାସିକ ଦିନ । ଆଜି ରାତି 1.30 ରୁ 2.30 ସମୟ ମଧ୍ୟରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବ ‘ଚନ୍ଦ୍ରଯାନ-2’ । ସମଗ୍ର ବିଶ୍ବର ନଜର ଏବେ ଏହା ଉପରେ । ‘ଚନ୍ଦ୍ରଯାନ-2’ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କ ଉତ୍ସୁକତା ସେତିକି ବଢ଼ିବାରେ ଲାଗିଛି। ତେବେ ଏହି ଐତିହାସିକ ମୂହୁର୍ତ୍ତର କିଛି ଘଣ୍ଟା ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଅଧ୍ୟକ୍ଷ କେ ଶିବନ ଏନେଇ ଦେଶବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ।

ଏକ ଗଣମାଧ୍ୟମ ସାକ୍ଷାତକାରରେ ଶିବନ କହିଛନ୍ତି, ଆମେ ଏଭଳି ଏକ ସ୍ଥାନରେ ଓହ୍ଲାଇବାକୁ ଯାଉଛୁ, ଯେଉଁଠି ପୂର୍ବରୁ କେହି ଯାଇନାହାନ୍ତି । ସଫ୍ଟ ଲ୍ୟାଣ୍ଡିଂକୁ ନେଇ ଦୃଢ ବିଶ୍ବାସ ପ୍ରକଟ କରି ଏହି ଐତିହାସିକ ମୂହୁର୍ତ୍ତର ଅପେକ୍ଷାରେ ଥିବା କହିଛନ୍ତି ସେ।

‘ବିକ୍ରମ’ ଲ୍ୟାଣ୍ଡର ଯଦି ସଫ୍ଟ ଲ୍ୟାଣ୍ଡିରେ ସଫଳତା ହାସଲ କରୁଛି ତାହେଲେ ଭାରତ, ଋଷ, ଆମେରିକା ଏବଂ ଚୀନ ପରେ ଏଭଳି ଉପଲବ୍ଧି ହାସଲ କରିଥିବା ଚତୁର୍ଥ ଦେଶ ହେବ । ଏହା ସହିତ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଞ୍ଚିଥିବା ବିଶ୍ବର ପ୍ରଥମ ଦେଶ ଭାବେ ଖ୍ୟାତି ଅର୍ଜନ କରିବ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.