ETV Bharat / bharat

ଭି. ରାମସୁବ୍ରମଣ୍ୟନ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି - takes

ଜଷ୍ଟିସ ଭି. ରାମସୁବ୍ରମଣ୍ୟନ ହେଲେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କରାଇଲେ ଶପଥପାଠ ।

ଫାଇଲ ଫଟୋ
author img

By

Published : Jun 22, 2019, 2:44 PM IST

ନୂଆଦିଲ୍ଲୀ: ଜଷ୍ଟିସ ଭି. ରାମସୁବ୍ରମଣ୍ୟନ ହେଲେ ହିମାଚଳ ପ୍ରଦେଶର ହାଇକୋର୍ଟର ମୁଖ୍ୟ ବିଚାରପତି । ରାମସୁବ୍ରମଣ୍ୟନଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଆଜି ଶପଥପାଠ କରାଇଛନ୍ତି । ଖବର ଅନୁଯାୟୀ, ପୂର୍ବରୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବରେ ଥିବା ସିଜେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ପଦବୀ ଖାଲି ପଡିବାରୁ ତାଙ୍କ ସ୍ଥାନରେ ଭି ରାମସୁବ୍ରମଣ୍ୟନଙ୍କୁ ନିଯୁକ୍ତ କରାଯାଇଛି ।

ତେବେ ରାମସୁବ୍ରମଣ୍ୟନ ପ୍ରଥମେ ମାଡ୍ରାସ ହାଇକୋର୍ଟର ବିଚାରପତି ଏହାପରେ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟକୁ ସ୍ଥାନନ୍ତରିତ କରାଯାଇଥିଲା । ହେଲେ ମେ 10 ତାରିଖରେ ମିଳିତ ଖଣ୍ଡପୀଠ ଉଚ୍ଚନ୍ୟାୟଳରେ ନିଯୁକ୍ତି ପାଇଁ ତାଙ୍କ ନାମକୁ ସୁପାରିସ କରିଥିଲା ।

Intro:ଭଗବାନଙ୍କୁ ମଧ୍ୟ ଛାଡିଲେନି ଲୁଟେରା

ଚୋରୀ ପୁଣି ମନ୍ଦିରରୁ ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବଳରାମ ମନ୍ଦିରରେ । Body:ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ପ୍ରଭୁ ବଳରାମ ଦେବଙ୍କର କୀରୀଟ,ଆଖୀ,ତ୍ରୀଶୁଳ,ଘଣ୍ଟି ଓ ଅନ୍ୟାନ୍ୟ ଅଳଙ୍କାର ଲୁଟି ନେଇଥୀବା ଜଣାପଡିଛି । ମନ୍ଦିରର ପୂଜକ ପ୍ରଥମେ ପୂଜା କରିବା ପାଇଁ ଆସି ଦେଖିଲା ବେଳକୁ ମନ୍ଦିରର ତାଲା ଭଙ୍ଗା ଯାଇଥୀବା ଜାଣିବାକୁ ପାଇଥୀଲେ । ଗତ କାଲି ରାତିରେ ବର୍ଷା ହେଉଥୀବାରୁ ଏହାର ସୁଯୋଗ ନେଇ ଦୁର୍ବୁର୍ତ୍ତ ଏହା କରିଛି । Conclusion:ମନ୍ଦିରର ଦୂରତା ଥାନା ଠାରୁ ମାତ୍ର ୮୦୦ ମିଟର ହୋଇଥୀବା ବେଳେ ପୋଲିସ୍ ପ୍ରାଟୋଲିଂ ଅଭାବରୁ ଏହା ହୋଇଥୀବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.