ETV Bharat / bharat

ନ୍ୟାୟ ନାମରେ ପ୍ରତିଶୋଧ ସଠିକ ନୁହେଁ: ସିଜେଆଇ - ହାଇଦ୍ରାବାଦର ଏନକାଉଣ୍ଟର

ହାଇଦ୍ରାବାଦର ଏନକାଉଣ୍ଟରକୁ ନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି(ସିଜେଆଇ) ଜଷ୍ଟିସ ବୋବଡେଙ୍କ ବଡ ବୟାନ। ଯଦି ନ୍ୟାୟ ପ୍ରତିଶୋଧର ଭାବନାରେ କରାଯାଏ, ଏହା ନିଜର ମୂଳ ଚରିତ୍ର ହରାଇ ବସିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

CJI
ଡିଜାଇନ ଫଟୋ
author img

By

Published : Dec 7, 2019, 4:55 PM IST

ହାଇଦ୍ରାବାଦ: ତେଲେଙ୍ଗାନା ପ୍ରାଣୀଧନ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି(ସିଜେଆଇ) ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କ ବୟାନ ସାମ୍ନାକୁ ଆସିଛି। ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯିବା ଘଟଣାରେ ସେ ପ୍ରତିକ୍ରିୟା ରଖିଛନ୍ତି।

ଯୋଧପୁରର ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ବୋବଡେ କହିଛନ୍ତି,‘ନ୍ୟାୟ କେବେ ତୁରନ୍ତ ତଥା ଜଲଦିରେ କରାଯିବା ଉଚିତ ନୁହେଁ। ଯଦି ନ୍ୟାୟ ପ୍ରତିଶୋଧର ଭାବନାରେ କରାଯାଏ, ତାହେଲେ ଏହା ନିଜର ମୂଳ ଚରିତ୍ର ହରାଇ ବସିବ। ’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.