ETV Bharat / bharat

ଭାରତରେ ବିଚାରଧିନ ରହିଛି 1 କୋଟିରୁ ଊର୍ଦ୍ଧ୍ବ ମାମଲା

author img

By

Published : Oct 3, 2020, 5:07 PM IST

2019ରେ ଭାରତରେ ମୋଟ 52,13,404 ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ IPC & SLL ମାମଲାରେ ଗିରଫ କରାଯାଇଥିଲା ।

ଭାରତରେ ବିଚାରଧିନ ରହିଛି 1 କୋଟିର ଊର୍ଦ୍ଧ୍ବ ମାମଲା

ହାଇଦ୍ରାବାଦ : 2019ରେ ଭାରତରେ ମୋଟ 52,13,404 ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ IPC & SLL ମାମଲାରେ ଗିରଫ କରାଯାଇଥିଲା । ଆଇପିସି ଅପରାଧର 32,25,701 ମାମଲାରେ ସମୁଦାୟ 31,12,639 ଜଣଙ୍କୁ ଗିରଫ କରାଯାଇଥିଲା।

ସମୁଦାୟ 35,56,801 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । 8,37,075 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । 10,26,906 ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । 1,22,033 ଜଣଙ୍କୁ ଚାର୍ଜ ମୁକ୍ତ କରାଯାଇଥିଲା।

SLL ଅପରାଧର 19,30,471 ମାମଲାରେ ମୋଟ 21,00,765 ଜଣଙ୍କୁ ଗିରଫ କରାଯାଇଥିଲା । ସମୁଦାୟ 23,17,761 ଜଣଙ୍କୁ ଚାର୍ଜସିଟ୍ କରାଯାଇଥିଲା । 13,78,322 ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । 3,00,231 ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ଏବଂ 46,983 ଜଣଙ୍କୁ ଚାର୍ଜ ମୁକ୍ତ କରାଯାଇଥିଲା।

ଭାରତରେ ବର୍ତ୍ତମାନ 10,537,413 ମାମଲା ବିଚାରଧିନ ରହିଛି । 2019 ମଧ୍ୟରେ ଟ୍ରାଏଲ ପାଇଁ 20,68,071 ମାମଲା କୋର୍ଟକୁ ଯାଇଛି । ଏଥିରେ ହତ୍ୟା, ସଡକ ଦୁର୍ଘଟଣା, ରେଳ ଦୁର୍ଘଟଣା, ସ୍ବାସ୍ଥ୍ୟଗତ ହେଳା, ଯୌତୁକ, ଆତ୍ମହତ୍ୟା, ହତ୍ୟା ଉଦ୍ୟମ, ଏସିଡ୍ ଆକ୍ରମଣ ଭଳି ପ୍ରମୁଖ ମାମଲା ଅନ୍ତର୍ଭୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.