ETV Bharat / bharat

ଆଶାରାମ ବାପୁଙ୍କ ଯାଚିକା ଖାରଜ

author img

By

Published : Sep 23, 2019, 2:11 PM IST

ସୋମବାର ଯୋଧପୁର ହାଇକୋର୍ଟ ଆଶାରାମ ବାପୁଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।

ଫାଇଲ ଫଟୋ

ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀ ଆତ୍ମଘୋଷିତ ବିବାଦୀୟ ଧର୍ମଗୁରୁ ବାବା ଆଶାରାମ ବାପୁଙ୍କ ପକ୍ଷରୁ କରାଯାଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି ଯୋଧପୁର ହାଇକୋର୍ଟ।

2018 ମସିହା ମାର୍ଚ୍ଚରେ ଆଶାରାମଙ୍କୁ ଦୁଷ୍କର୍ମ ମାମଲରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏ ମାମଲାରେ ତାଙ୍କୁ ଜେଲ ଦଣ୍ଡ ଶୁଣାଇଥିଲା କୋର୍ଟ। ହେଲେ ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଓ ଦଣ୍ଡ କୋହଳ ସହ ଆଜୀବନ ଦଣ୍ଡ ପାଇଁ ଯୋଧପୁର କୋର୍ଟରେ ଯାଚିକା ଦାଏର କରିଥିଲେ ସେ। ଯାହାକୁ ଖାରଜ କରି ଦେଇଛନ୍ତି କୋର୍ଟ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.