ETV Bharat / bharat

ଭାରତୀୟ ସେନାଙ୍କ ସଫଳତା, 5 ଆତଙ୍କୀ ନିହତ

ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । 5 ଆତଙ୍କବାଦୀ ନିହତ ହୋଇଛନ୍ତି ।

author img

By

Published : Feb 10, 2019, 8:31 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମରୀର କୁଲଗାମ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ 5 ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ଲୁଚି ରହିଥିବାର ଖବର ପାଇ ସେନା କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ଏହା ପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ।

ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା କର୍ଣ୍ଣଲ ରାଜେଶ କାଳିୟାଙ୍କ ସୂଚନାନୁଯାୟୀ, କେଲମ ଗାଁରେ 5 ଆତଙ୍କବାଦୀଙ୍କ ଉପସ୍ଥିତିକୁ ନେଇ ସେନା ପକ୍ଷରୁ ଅପରେସନ କରାଯାଇଥିଲା । କେଲନ ଗ୍ରାମରେ ସେନା ପକ୍ଷରୁ ଘେରାବନ୍ଦୀ କରାଯିବା ସହ ଛାନଭିନ କରାଯ।ଇଥିଲା ।

undefined

ସୂଚନାନୁଯାୟୀ, ନିହତ ଆତଙ୍କୀଙ୍କ ପରିଚୟ ମିଳି ନ ଥିବାବେଳେ ଏହାର ତଦନ୍ତ କରାଯ।ଉଛି । ଏଥିସହ ସେମାନଙ୍କ ଠାରୁ ଗୋଳାବାରୁଦ ଓ ହତିଆର ଜବତ କରାଯାଇଛି । ତେବେ ଗତ କିଛିଦିନ ତଳେ କୁଲଗାମରେ ଆତଙ୍କବାଦୀମାନେ ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଦ୍ବାରା ଆକ୍ରମଣ କରିଥିଲେ । ଏଥିରେ ଜଣେ ଯବାନ ଆହତ ହୋଇଥିଲେ ।

Intro:Body:

ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଆଇନଜୀବୀ ମାନସ ଦାସ

ଭୁବନେଶ୍ବର: ବିଜୁ ଜନତା ଦଳର ନୀତି ଓ ଆଦର୍ଶ ଯୋଗୁଁ ଟାଣି ହୋଇଆସୁଛନ୍ତି ଶତାଧିକ କର୍ମୀ । ଏହାର ସୁଶାସନ ଯୋଗୁଁ ଦଳରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ତଥା ଆଇନଜୀବୀ ମାନସ ଦାସ । ତେବେ ମାନସଙ୍କ ସହ ଦଳରେ ସାମିଲ ହୋଇଛନ୍ତି ଶତାଧିକ କର୍ମକର୍ତ୍ତା । 

ସୂଚନା ଅନୁଯାୟୀ ରବିବାର ଦଳୀୟ କାର୍ଯ୍ୟାଳୟରେ ମାନସ ଓ ତାଙ୍କର ହଜାର ହଜାର ସମର୍ଥକ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ବିଜେଡିର ସୁଶାସନ ଭଲ ଲାଗିଥିବାରୁ ମାନସ ନିଜ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ମାନସ ଓ ତାଙ୍କ ପତ୍ନୀ ଦଳରେ ସାମିଲ ହେବା ଦ୍ବାରା ଦଳ ଆହୁରି ମଜବୁତ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖିଛନ୍ତି । ଏଥିସହ ଏହି ମିଶ୍ରଣ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳକୁ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ନ୍ୟୁଜ୍‌

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.