ETV Bharat / bharat

ପଙ୍ଗପାଳ ମୁକାବିଲା ପାଇଁ ସଜାଗ ଝାଡଖଣ୍ତ ସରକାର - locust attack

ପଙ୍ଗପାଳର ମୁକାବିଲା ପାଇଁ ସଜାଗ ଝାଡଖଣ୍ତ ସରକାର । ବିଭିନ୍ନ ସୀମାରେ ହାଇ ଆଲର୍ଟ । ଅଧିକ ପଢନ୍ତୁ...

Jharkhand government is on high alert for locust attack
ପଙ୍ଗପାଳର ମୁକାବିଲା ପାଇଁ ସଜାଗ ଝାରଖଣ୍ତ ସରକାର
author img

By

Published : Jun 3, 2020, 7:36 AM IST

Updated : Jun 3, 2020, 8:59 AM IST

ରାଞ୍ଚି: ଦେଶରେ କୋରୋନା ମହାମାରୀ ନ ଯାଉଣୁ ପଙ୍ଗପାଳ କୃଷକଙ୍କ ପାଇଁ ମୁଣ୍ତ ବ୍ୟଥାର କାରଣ ସାଜିଛି । ଫସଲକୁ ପଙ୍ଗପାଳ ନଷ୍ଟ କରିବାରେ ଲାଗିଛନ୍ତି। ମଧ୍ୟପ୍ରଦେଶ,ମହାରାଷ୍ଟ୍ର,ଉତ୍ତରାଖଣ୍ଡ,ଦିଲ୍ଲୀ ଓ ରାଜସ୍ଥାନକୁ ପଙ୍ଗାପାଳ ଦଳ ମାଡି ଆସି ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାର ପ୍ରାଥମିକ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି ।

ପଙ୍ଗପାଳ ମୁକାବିଲା ପାଇଁ ସଜାଗ ଝାଡଖଣ୍ତ ସରକାର

ସେହିପରି, ଝାଡଖଣ୍ତ ସରକାର ମଧ୍ୟ ପଙ୍ଗପାଳର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ରାଜ୍ୟକୁ ପଙ୍ଗପାଳର ଆକ୍ରମଣର ଭୟ କମ ରହିଛି । ଯଦି ପଙ୍ଗପାଳ ରାଜ୍ୟକୁ ଆସେ, ସେଥିପାଇଁ ବିଭିନ୍ନ ଜିଲ୍ଲାର ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି । ପଙ୍ଗପାଳଙ୍କୁ ପ୍ରତିହତ କରିବା ପାଇଁ କୃଷି ବୈଜ୍ଞାନିକଙ୍କ ସମେତ ଏନଡିଆରଏଫ ସଜାଗ ରହିଥିବା କହିଛନ୍ତି କୃଷି ମନ୍ତ୍ରୀ ବାଦଲ ପାଟ୍ରାଲେଖ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 3, 2020, 8:59 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.