ETV Bharat / bharat

ପୁଣି ଉଡିବ ଜେଟ, ଶେଷ ସାହାରା ଏସବିଆଇ

କମ୍ପାନୀଙ୍କୁ ଟ୍ରାକକୁ ଫେରାଇବା ପାଇଁ ଏସବିଆଇକୁ ଜେଟ କର୍ମଚାରୀଙ୍କ ଅନୁରୋଧ । 3,000 କୋଟି ଟଙ୍କା ଏକତ୍ର ସରିଲାଣି । ଏବେ ନିଲାମୀ ପାଇଁ ଅନୁମତି ଦେବାକୁ ଏସବିଆଇକୁ ଚିଠି ଲେଖିଛନ୍ତି ଜେଟ କର୍ମଚାରୀ ସଂଘ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 29, 2019, 7:39 PM IST

ନୂଆଦିଲ୍ଲୀ: ପୁଣି ଥରେ କମ୍ପାନୀକୁ ଟ୍ରାକକୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଛନ୍ତି ଜେଟ କର୍ମଚାରୀ । କଳେବେଳେ କୌଶଳେ ଏକଜୁଟ କରୁଛନ୍ତି ଟଙ୍କା । ବାକି ରାଶି ହାସଲ ପାଇଁ କମ୍ପାନୀର ନିଲାମୀ ଲାଗି ଏସବିଆଇକୁ ଚିଠି ଲେଖିଛି କମ୍ପାନୀ ।

Jet Airways
ଫଟୋ ସୌଜନ୍ୟ- ଜେଟ ଏୟାରୱେଜ@ ଟ୍ବିଟର

କର୍ମଚାରୀଙ୍କ ପ୍ରତିନିଧି କହିଛନ୍ତି ଯେ, ନିଜ ବଳରେ ବାହାର ନିବେଶକଙ୍କ ଠାରୁ 3,000 କୋଟି ଟଙ୍କା ଏକତ୍ର ସରିଲାଣି । ଆଉ ବାକି ରାଶି ପାଇଁ ସୋସାଇଟ ଅଫ ୱେଲଫର ଅଫ ଇଣ୍ଡିଆନ ପାଇଲଟ (ଏସଡବ୍ଲୁଆଇପି) ଓ ଜେଟ ଏୟାରକ୍ରାଫ୍ଟ ମେଣ୍ଟନେସ ଇଞ୍ଜିନିୟର୍ସ ୱେଲଫର ଏସାସୋସିଏସନ (ଜେଏଏଏମଇଡବ୍ଲୁଏ) ସଂଘ ପକ୍ଷରୁ ନିଲାମୀ ପ୍ରସ୍ତାବ ଏସବିଆଇକୁ ପ୍ରସ୍ତାବ ଦେଇଛି ।

Jet Airways
ଫଟୋ ସୌଜନ୍ୟ- ଜେଟ ଏୟାରୱେଜ@ ଟ୍ବିଟର

ଏଥିସହ ଆଗମୀ ଦିନରେ କର୍ମଚାରୀମାନେ ନିଜ ଆଗମୀ ଆୟକୁ କମ୍ପାନୀରେ ଉପଯୋଗ କରିବା ସହ କମ୍ପାନୀର ଆର୍ଥିକ ମଜବୁତିରେ ସାହାଯ୍ୟରେ କରିବେ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।

ପ୍ରଥମ 5 ବର୍ଷରେ କର୍ମଚାରୀଙ୍କ ଷ୍ଟକ ଆନରସିପ କାର୍ଯ୍ୟକ୍ରମ (ଇଏସଓପୀ)ରେ କର୍ମଚାରୀଙ୍କ ଯୋଗଦାନ 4ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ରହିବ ବୋଲି ସଂଘ ଅନୁମାନ କରିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.