ETV Bharat / bharat

କୋଭିଡ-19 ପରୀକ୍ଷା କରାଉଥିବା ସାମ୍ବାଦିକଙ୍କ ସହ ଦୁର୍ବବ୍ୟହାର

author img

By

Published : Apr 26, 2020, 11:06 AM IST

ସାମ୍ବାଦିକଙ୍କ ପାଇଁ ଆୟୋଜିତ COVID-19 ପରୀକ୍ଷାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଜେଡି (ଏସ୍) ଏମଏଲସି କେ ଟି ଶ୍ରୀକାନ୍ତେ ଗୌଡା, ତାଙ୍କ ପୁଅ ସମେତ ଅନ୍ୟ ତିନିଜଣଙ୍କୁ ଶନିବାର ଗିରଫ କରାଯାଇଛି ।

JD (S) MLC
କୋଭିଡ-19 ପରୀକ୍ଷା କରାଉଥିବା ସାମ୍ବାଦିକଙ୍କ ସହ ଦୁର୍ବବ୍ୟହାର

ବେଙ୍ଗାଲୁରୁ: ସାମ୍ବାଦିକଙ୍କ ପାଇଁ ଆୟୋଜିତ COVID-19 ପରୀକ୍ଷାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଜେଡି (ଏସ୍) ଏମଏଲସି କେ ଟି ଶ୍ରୀକାନ୍ତେ ଗୌଡା, ତାଙ୍କ ପୁଅ ସମେତ ଅନ୍ୟ ତିନିଜଣଙ୍କୁ ଶନିବାର ଗିରଫ କରାଯାଇଛି । ଗୌଡା, ତାଙ୍କ ପୁଅ କୃଷ୍ଣ ଏବଂ ଅନ୍ୟମାନେ ମାଣ୍ଡିଆରେ ଥିବା ତାଙ୍କ ବାସଭବନ ନିକଟରେ ଥିବା ଆମ୍ବେଦକର ଭବନରେ COVID-19 ପରୀକ୍ଷା କରିବାକୁ ଦୃଢ ବିରୋଧ କରିଥିଲେ । ଏହାପରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ପୋଲିସକୁ ଜଣାଇଥିଲେ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଭାବେ ଏହି ପରୀକ୍ଷା ପାଇଁ ଆୟୋଜନ କରିଥିଲେ । ଏହାପରେ ଭାଇରସ ବ୍ୟାପିବା ଭୟରେ ଏମଏଲସି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ସ୍ବାବ ସଂଗ୍ରହ କରାଯାଉଥିବାରୁ ଭୂତାଣୁ ବିସ୍ତାରର ଭୟ ରହିଥିଲା ।

ଜେଡି (ଏସ୍) ଏମ୍ଏଲସି ଏବଂ ଅନ୍ୟମାନେ ସେଠାରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଆଇପିସିର ବିଭିନ୍ନ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ -2005 ଅଧୀନରେ ଗୌଡା, ତାଙ୍କ ପୁଅ ଏବଂ ଅନ୍ୟମାନଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.