ETV Bharat / bharat

ବଦଳିବ ବେଙ୍ଗାଲୁରୁ ଟ୍ରାଫିକ; ଜାପାନ ଯୋଗାଇବ ବୈଷୟିକ ସହାୟତା - bengaluru

ବେଙ୍ଗାଲୁରୁର ଟ୍ରାଫିକ ବ୍ୟବସ୍ଥାରେ ଆସିବ ପରିବର୍ତ୍ତନ । ରାଜ୍ୟ ସରକାର ଆଣୁଛନ୍ତି ଜାପାନିଜ ବୈଷୟିକ ସହାୟତ । କ୍ୟୁଏମଏସ କରିବ ଟ୍ରାଫିକ ମନିଟରିଂ ।

ଫଟୋ ସୌଜନ୍ୟ:
author img

By

Published : May 13, 2019, 3:08 PM IST

ଟୋକିଓ: ଦୂର ହେବାକୁ ଯାଉଛି ମେଟ୍ରୋ ସିଟି ବେଙ୍ଗାଲୁରୁର ଟ୍ରାଫିକ ସମସ୍ୟା । ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ । ଖୁବଶୀଘ୍ର ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟବହାର ହେବ ଜାପାନିଜ ଟ୍ରାଫିକ ପ୍ରଣାଳୀ ।

ଜାପାନିଜ ମଲ୍ଟିନ୍ୟାସନାଲ ଫିର୍ମର ଚୂଡାନ୍ତ ପରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଏନେଇ ଡିରେକ୍ଟଟରେ ଅଫ ଅର୍ବାନ ଲ୍ୟାଣ୍ଡ ଟ୍ରାନ୍ସଫୋର୍ଟ ପକ୍ଷରୁ କ୍ୟୁ-ଲେନ୍ଥ ମେଜରମେଣ୍ଟ ସେନସର ପାଇଁ ୱାର୍ଡ ଅର୍ଡର ଦିଆଯାଇଛି । ଏମଜି ରୋଡ, ଓଲ୍ଡ ମାଡ୍ରାସ ରୋଡ, ହୋସୁର ରୋଡ ଭଳି 29ଟି ଜଙ୍କସନ ପାଇଁ ଅର୍ଡର ଦିଆଯାଇଛି ।

ଜାପାନ ଇଣ୍ଟରନ୍ୟାସନାଲ କର୍ପୋରେସନ ଏଜେନ୍ସି(ଜେଆଇସିଏ) ଏହି ପ୍ରକଳ୍ପ କରିବାକୁ ଥିବାବେଳେ ଏଥିପାଇଁ 72କୋଟି ଟଙ୍କା ବ୍ଯୟ ଅଟକଳ ହେବ । ତେବେ ଏହି ପ୍ରଣାଳୀ ମାଧ୍ୟମରେ ପାଖାପାଖି 30 ପ୍ରତିଶତ ଟ୍ରାଫିକ ସମସ୍ୟାକୁ ଦୂର କରିବ ।

କ୍ୟୁଏମଏସ ମାଧ୍ୟମରେ ଟ୍ରାଫିକର ସମୟକୁ ମନିଟରିଂ କରାଯିବ । ରୋଡରେ ଟ୍ରାଫିକକୁ ସେନସର ମାଧ୍ୟମରେ ଲକ୍ଷ୍ୟ ରଖିବା ସହ ବେଙ୍ଗାଲୁର ଟ୍ରାଫିକ ଇନଫରମେସନ ସେଣ୍ଟର ସହିତ ଅଟୋମେଟିକ ଟ୍ରାଫିକ କାଉଣ୍ଟରକୁ ତଥ୍ୟ ପଠାଇବ ସେନସର । ଏହା ଯାନବାହନର ଗତିବିଦ୍ଧିକୁ ଅନୁସରଣ କରି ସମସ୍ତ ବ୍ୟବସ୍ଥା ଯୋଗାଇବ ।

Intro:Body:

prabir 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.