ETV Bharat / bharat

କୋରୋନା ଯୋଦ୍ଧାଙ୍କୁ କଳା ମାଧ୍ୟମରେ ସମ୍ମାନ - କୋରୋନା ଯୋଦ୍ଧା

ଜାମ୍ମୁ ବିଶ୍ୱବିଦ୍ୟାଳୟର ଇନଷ୍ଟିଟ୍ୟୁଟ ଅଫ୍ ମ୍ୟୁଜିକ୍ ଆଣ୍ଡ ଫାଇନ ଆର୍ଟ୍ସ ସେମାନଙ୍କ କଳା ମାଧ୍ୟମରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି।

tributes to corona warriors
କୋରୋନା ଯୋଦ୍ଧାଙ୍କୁ କଳା ମାଧ୍ୟମରେ ସମ୍ମାନ
author img

By

Published : May 1, 2020, 10:20 AM IST

ଶ୍ରୀନଗର: କୋରୋନା ଭାଇରସ ସମଗ୍ର ଦେଶରେ କୋକୁଆ ଭୟ ଖେଳାଇଛି । ଏଭଳି ବିପଦ ସମୟରେ କୋରୋନା ଯୋଦ୍ଧାମାନେ ଲୋକଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ କେରୋନା ଯୋଦ୍ଧାଙ୍କୁ ସମଗ୍ର ଦେଶ ମୁଣ୍ଡ ନୁଆଁଇ ସମ୍ମାନ କରୁଥିବାବେଳେ ଜାମ୍ମୁ ବିଶ୍ୱବିଦ୍ୟାଳୟର ଇନଷ୍ଟିଟ୍ୟୁଟ ଅଫ୍ ମ୍ୟୁଜିକ୍ ଆଣ୍ଡ ଫାଇନ ଆର୍ଟ୍ସ ସେମାନଙ୍କ କଳା ମାଧ୍ୟମରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି।

ଜାମ୍ମୁ ବିଶ୍ୱବିଦ୍ୟାଳୟର ସଙ୍ଗୀତ ଏବଂ ଚିତ୍ରକଳାରେ କାର୍ଯ୍ୟ କରୁଥିବା ପ୍ରଫେସର ଏବଂ ଅନ୍ୟ କର୍ମଚାରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରବେଶ ଦ୍ବାରରେ ତ୍ରିରଙ୍ଗା ତଳେ ଚିତ୍ର କରି କୋରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିଛନ୍ତି । ଚିତ୍ରରେ ଡାକ୍ତର, ପୋଲିସ୍, ସଫେଇ କର୍ମଚାରୀ ଏବଂ ମିଡିଆ ସହ ଜଡିତ ସମସ୍ତ କୋରୋନା ଯୋଦ୍ଧାଙ୍କୁ କଳା ମାଧ୍ୟମରେ ସମ୍ମାନିତ କରାଯାଇଛି ।

ଅନୁଷ୍ଠାନର ପ୍ରଫେସର କହିଛନ୍ତି ଯେ, ଏହି କୋରୋନା ମହାମାରୀ ସମୟରେ ସମସ୍ତେ ନିଜ ନିଜ ଡ୍ୟୁଟି କରୁଛନ୍ତି । ସେଥିପାଇଁ ବିଶ୍ୱବିଦ୍ୟାଳୟ ସମସ୍ତ କୋରୋନା ଯୋଦ୍ଧାଙ୍କୁ ନିଜ କଳା ମାଧ୍ୟମରେ ସାହସ ବଢାଇବା ପାଇଁ ଏଭଳି ଏକ ଅଭିପ୍ରାୟ ଉପାୟ ଆପଣାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.