ETV Bharat / bharat

ଭାରତ-ଡେନମାର୍କ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା - ଭାରତ-ଡେନମାର୍କ ଆଲୋଚନା

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଡେନମାର୍କ ପ୍ରତିପକ୍ଷ ଜେପି କୋଫଡଙ୍କୁ ଭେଟିଛନ୍ତି। ରାଇସିନା ଡାଇଲଗ 2020 ଅବସରରେ ଉଭୟ ଦେଶ ମଧ୍ୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଛି।

Jaishankar explores 'Green Strategic Partnership' with Denmark
ଭାରତ-ଡେନମାର୍କ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା
author img

By

Published : Jan 17, 2020, 3:11 PM IST

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଡେନମାର୍କ ପ୍ରତିପକ୍ଷ ଜେପି କୋଫଡଙ୍କୁ ଭେଟିଛନ୍ତି। ରାଇସିନା ଡାଇଲଗ 2020 ଅବସରରେ ଉଭୟ ଦେଶ ମଧ୍ୟରେ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଛି। ଉଭୟ ଦେଶ ‘ସବୁଜ ସାମରିକ ଭାଗଦାରୀ’ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

Jaishankar explores 'Green Strategic Partnership' with Denmark
ଫଟୋ ସୌଜନ୍ୟ: ଟୁଇଟର/@DrSJaishankar

ଡେନମାର୍କ ପ୍ରତିପକ୍ଷଙ୍କ ସହ ହୋଇଥିବା ଆଲୋଚନା ସଫଳ ହୋଇଥିବା ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଟ୍ବିଟରରେ ପ୍ରକାଶ କରିଛନ୍ତି । ସେହିପରି ବିଶ୍ବ ରାଜନୀତିରେ ବହୁପକ୍ଷର ଗୁରୁତ୍ବକୁ ସେ ଗ୍ରହଣ କରିଛନ୍ତି। ଜେପି କୋଫଡ ରାଇସିନା ଡାଇଲଗ 2020ରେ ଭାଗ ନେବାକୁ ଭାରତ ଗସ୍ତରେ ଆସିଛନ୍ତି।

  • Very productive talks with FM @JeppeKofod of Denmark. Explored the prospects of a Green Strategic Partnership. Agreed on the importance of multilateralism in world politics. pic.twitter.com/ydmIQTf3s4

    — Dr. S. Jaishankar (@DrSJaishankar) January 16, 2020 " class="align-text-top noRightClick twitterSection" data=" ">

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.