ETV Bharat / bharat

ହସ୍ତତନ୍ତ ଓ ହ୍ୟାଣ୍ଡଲୁମକୁ ପ୍ରୋତ୍ସାହନ, ଫ୍ଲିପକାର୍ଟ ସହ ଜମ୍ମୁ ସରକାରଙ୍କ MoU ସ୍ବାକ୍ଷର - ଫ୍ଲିପକାର୍ଟ ସହ ଜମ୍ମୁ ସରକାରଙ୍କ MoU ସ୍ବାକ୍ଷର

କାରିଗର ଓ ବୁଣାକାରଙ୍କୁ ସମଗ୍ର ବିଶ୍ବରେ ଉତ୍ପାଦିତ ଦ୍ରବ୍ୟକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜାମ୍ମୁ କାଶ୍ମୀର ସରକାର ଗୁରୁବାର ଦିନ ଫ୍ଲିପକାର୍ଟ ସହିତ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି। ଅଧିକ ଖବର ପଢନ୍ତୁ...

ହସ୍ତତନ୍ତ,ହ୍ୟାଣ୍ଡଲୁମକୁ ପ୍ରୋତ୍ସାହନ, ଫ୍ଲିପକାର୍ଟ ସହ ଜମ୍ମୁ ସରକାରଙ୍କ MoU ସ୍ବାକ୍ଷର

author img

By

Published : Oct 16, 2020, 12:15 PM IST

ଶ୍ରୀନଗର: ଜାମ୍ମୁ କାଶ୍ମୀର ସରକାର ଗୁରୁବାର ଦିନ ଫ୍ଲିପକାର୍ଟ ସହିତ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି। ଯାହା ସ୍ଥାନୀୟ କାରିଗର ଓ ବୁଣାକାରଙ୍କୁ ସମଗ୍ର ବିଶ୍ବରେ ଉତ୍ପାଦିତ ଦ୍ରବ୍ୟକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମ ଯୋଗାଇବ। ଏନେଇ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି।

ଗ୍ରାମୀଣ ଅର୍ଥନୀତିର ପ୍ରୋତ୍ସାହନ ତଥା ହସ୍ତତନ୍ତ ଏବଂ ହ୍ୟାଣ୍ଡଲୁମ୍ କ୍ଷେତ୍ରରେ ଏହା ଏକ ଗୁରୁତ୍ବପର୍ଣ୍ଣ ପଦକ୍ଷେପ। ପ୍ରକୃତ ବିଦେଶୀ ଦ୍ରବ୍ୟର ବିକ୍ରୟ ତଥା ଜାମ୍ମୁ କାଶ୍ମୀରର ହସ୍ତତନ୍ତ ଉତ୍ପାଦ ପାଇଁ ନୂତନ ଗନ୍ତବ୍ୟସ୍ଥଳ ଖୋଜିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସିହ୍ନା ଟ୍ବିଟ୍ କରିଛନ୍ତି।

ସେ ଏହି ଟୁଇଟ୍ କରି କହିଛନ୍ତି ଯେ, ଏହି ଅର୍ଥପୂର୍ଣ୍ଣ ପଦକ୍ଷେପ ମଧ୍ୟସ୍ଥିଙ୍କ ଭୂମିକାକୁ କମ୍ ପରିମାଣରେ ହଟାଇବ ଏବଂ କାରିଗରମାନଙ୍କୁ ଉପକୃତ କରିବ । ଯାହା ଦ୍ବାରା ସେମାନଙ୍କ ଉତ୍ପାଦ ବିକ୍ରୟରୁ ଆୟ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.