ETV Bharat / bharat

ମଧ୍ୟରାତ୍ରିରେ ଏନକାଉଣ୍ଟର, ଅନନ୍ତନାଗରେ ହାଇଆଲର୍ଟ

ସୀମାରେ ପୁଣି ଫୁଟିଲା ଗୁଳି । ଗତକାଲି ମଧ୍ୟରାତ୍ରିରେ ଜମ୍ମୁକାଶ୍ମୀର ଅନନ୍ତନାଗରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଛି ।

author img

By

Published : Mar 30, 2019, 11:47 AM IST

ଫାଇଲ ଫଟୋ

ଜମ୍ମୁକାଶ୍ମୀର: ସୀମାରେ ଥମୁନି ଗୁଳିବର୍ଷଣ । କିଛି ସମୟର ବ୍ୟବଧାନରେ ଫୁଟୁଛି ଗୁଳି । ଗତକାଲି ମଧ୍ୟରାତ୍ରିରେ ଜମ୍ମୁକାଶ୍ମୀର ଅନନ୍ତନାଗରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବର୍ଷଣ ଜାରି ରହିଛି । ଏହି ଗୁଳିକାଣ୍ଡରେ କ୍ଷୟକ୍ଷତି ଓ ନିହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ଘଟଣା ପରେ ପୋଲିସ ଓ ସରୁକ୍ଷା କର୍ମୀ ଅନନ୍ତନାଗରେ ଥିବା ତାନିଗ୍ଧାଗାଁକୁ ବନ୍ଦକରିଦେଇଛନ୍ତି । ଏହାସହ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଜମ୍ମୁକାଶ୍ମୀରରେ ହୋଇଥିବା 2ଟି ସର୍ଚ୍ଚ ଅପରେସନରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.