ETV Bharat / bharat

15 ଦିନିଆ ନ୍ୟାୟିକ ହେପାଜତରେ ଡିଏସପି ଦାଭିନ୍ଦର ସିଂ - J&K Police DSP Davinder Singh

ଆତଙ୍କବାଦୀ ଲିଙ୍କରେ ଗିରଫ ଜମ୍ମୁ ଓ କାଶ୍ମୀର ପୋଲିସ ଡିଏସପି ଦାଭିନ୍ଦର ସିଂଙ୍କୁ ଜମ୍ମୁ ଏନଆଇଏ କୋର୍ଟରେ ହାଜର କରାଯାଇଛି । ଏହା ସହିତ ତାଙ୍କୁ ଅଧିକ 15 ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଯାଇଛି । ଅଧିକ ପଢନ୍ତୁ...

J&K Police DSP Davinder Singh, terrorist Naveed Babu, and his other associates brought to NIA court in Jammu.
15 ଦିନିଆ ନ୍ୟାୟିକ ହେପାଜତରେ ଡିଏସପି ଦାଭିନ୍ଦର ସିଂ
author img

By

Published : Feb 7, 2020, 3:40 AM IST

ଜମ୍ମୁ: ଆତଙ୍କବାଦୀ ଲିଙ୍କରେ ଗିରଫ ଜମ୍ ଓ ମୁକାଶ୍ମୀର ପୋଲିସ ଡିଏସପି ଦାଭିନ୍ଦର ସିଂଙ୍କୁ ଜମ୍ମୁ ଏନଆଇଏ କୋର୍ଟରେ ହାଜର କରାଯାଇଛି । ଏହା ସହିତ ତାଙ୍କୁ ଅଧିକ 15 ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଯାଇଛି ।

ଗୁରୁବାର ଦାଭିନ୍ଦରଙ୍କ ସମେତ ଅନ୍ୟ ଆତଙ୍କବାଦୀ ମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଦାଭିନ୍ଦରକୁ ହୀରାନଗର ଜେଲକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ବଲୱାଲ ଜେଲକୁ ପଠାଯାଇଛି । ଗତ ଜାନୁଆରୀରେ ଆତଙ୍କବାଦୀଙ୍କ ସହ ଗାଡିରେ ଯାଉଥିବା ବେଳେ ଡିଏସପି ଦାଭିନ୍ଦର ସିଂଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ଏକେ-47, ଗ୍ରେନେଡ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.