ETV Bharat / bharat

ଗୃହବନ୍ଦୀ ଥିବା ଆଉ 5 ରାଜନେତା ମୁକ୍ତ - J&K administration

ସୁଧୁରୁଛି କାଶ୍ମୀର। ସ୍ବାଭାବିକ ହେଉଛି ଘାଟି। ଲୋକଙ୍କ ଗହଳି ଚହଳି ଲାଗି ରହୁଛି ରାସ୍ତା ଘାଟରେ। ଫଳରେ ଗୃହବନ୍ଦୀ ଥିବା ରାଜନେତାଙ୍କୁ ମୁକ୍ତ କରୁଛି ପ୍ରଶାସନ।

J&K administration
J&K administration
author img

By

Published : Jan 18, 2020, 1:04 PM IST

ଶ୍ରୀନଗର: ସ୍ବାଭାବିକ ହେଉଛି ଜମ୍ମୁ କାଶ୍ମୀର। ସ୍ଥିତିରେ ଆସୁଛି ପରିବର୍ତ୍ତନ। ଧାରା 370 ଉଛେଦ ହେବା ପରେ ଦେଖାଦେଇଥିବା ଆଶା ଆଶଙ୍କା ଧିରେ ଧିରେ ପ୍ରଶମିତ ହେଉଛି। ଫଳରେ ଗୃହବନ୍ଦୀ ଥିବା ରାଜନେତାଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶାସନ ମୁକ୍ତ କରୁଛି।

ଶନିବାର ଠାରୁ 25 ତାରିଖ ଯାଏଁ 36 ଜଣ କେନ୍ଦ୍ରମନ୍ତ୍ରୀ ଜମ୍ମୁ କାଶ୍ମୀର ଗସ୍ତରେ ଆସୁଛନ୍ତି। ଏହାପୂର୍ବରୁ ଶୁକ୍ରବାର ସଂଧ୍ୟାରେ ପ୍ରଶାସନ 5ଜଣ ରାଜନେତାଙ୍କୁ ମୁକ୍ତ କରିଛି। ମୁକ୍ତ ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ପିଡିପିର ଅବଦୁଲ ହକଖାନ, ପିପୁଲ କନଫରେନ୍ସର ମୋହମ୍ମଦ ଆବ୍ବାସ ବାଣୀ, କଂଗ୍ରେସ ନେତା ଅବଦୁଲ ରସିଦ ପ୍ରମୁଖ। ସେମାନେ ଅଗଷ୍ଟ 5 ତାରିଖରୁ ଗୃହବନ୍ଦୀ ଥିଲେ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.