ETV Bharat / bharat

ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ - ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ

ଶୁକ୍ରବାର ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଚିଦାମ୍ବରମଙ୍କୁ ଜେଲରେ ହିଁ ରହିବାକୁ ହେବ ।

ଫାଇଲ ଫଟୋ
author img

By

Published : Nov 15, 2019, 4:36 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଜୋରଦାର ଝଟକା ଲାଗିଛି । ଶୁକ୍ରବାର ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ଚିଦାମ୍ବରମଙ୍କୁ ଜେଲରେ ହିଁ ରହିବାକୁ ହେବ ।

ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବର ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହି ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ତଦନ୍ତକାରୀ ସଂସ୍ଥା ପାଖରେ ଥିବାରୁ ପ୍ରମାଣ ସହ କୌଣସି ପ୍ରକାର ହେରଫେର ହେବାର ଆଶଙ୍କା ନଥିବା ଏହି ଆବେଦନରେ ଦର୍ଶାଇଥିଲେ ଚିଦାମ୍ବରମ । ଯାହାକୁ ଇଡି ପକ୍ଷରୁ ବିରୋଧ କରାଯାଇଥିଲା । ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ଚଳିତ ବର୍ଷ ଅଗଷ୍ଟ 21 ତାରିଖରେ ଗିରଫ କରାଯାଇଥିଲା । ସେବେଠାରୁ ସେ ତିହାର ଜେଲରେ ଅଛନ୍ତି ।

ଆଜି ଠାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ କାଳ ବୈଶାଖୀ ସମ୍ଭାବନା।

ଆଜିଠାରୁ ଆସନ୍ତା 3 ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା। ଅନ୍ୟପଟେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ସନ୍ଧ୍ୟା 6.30 ରେ ବର୍ଷା ସହ ଘଡଘଡି ହେବା ସହ କାଳବୈଶାଖୀ ର ଭୟଙ୍କର ରୂପ ଦେଖା ଯାଇଛି।ଆଜି ରାଜ୍ୟ ର ବିଭିନ୍ନ ଜିଲ୍ଲା ଯଥା ଗଜପତି, ଗଂଜାମ, ଯାଜପୁର, ନୂଆପଡା,କଳାହାଣ୍ଡି ,ନବରଙ୍ଗପୁର ଜିଲ୍ଲା ମାଙ୍କୁ ସତର୍କ ସୂଚନା ଦିଆଯାଇଛି। ଅନ୍ୟ ପଟେ ରାଜ୍ୟ ର ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 37.5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ସାନ୍ଧ୍ୟ 7 ଟା ସମୟ ରୁ ପୂର୍ବ ଓଡିଶା ର ବିଭିନ୍ନ ଜାଗା ଯଥା ରାଜଧାନୀ ଭୁବନେଶ୍ୱର, କଟକ ରେ ପ୍ରବଳ ବର୍ଷା ହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.