ETV Bharat / bharat

ନାର୍କୋଟିକ୍ସ ମାମଲାରେ ତଦନ୍ତକାରୀ ଅଧିକାରୀ ମଧ୍ୟ ହୋଇପାରିବେ ସୂଚନାଦାତା: ସୁପ୍ରିମକୋର୍ଟ

ଅପରାଧିକ ମାମଲାର ତଦନ୍ତକାରୀ ଅଧିକାରୀ, ସୂଚନାଦାତା ବା ଅଭିଯୋଗକାରୀ ହୋଇପାରିବେ କି ନାହିଁ ସେନେଇ ଆଜି(ସୋମବାର) ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟଙ୍କ 5 ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ
author img

By

Published : Aug 31, 2020, 3:30 PM IST

ନୂଆଦିଲ୍ଲୀ: ଆଜି(ସୋମବାର) ସୁପ୍ରିମକୋର୍ଟ କହିଛନ୍ତି ଯେ ନାର୍କୋଟିକ୍ସ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ, 1985 ଅନୁଯାୟୀ ଯଦି ଅନୁସନ୍ଧାନକାରୀ ଓ ଅଭିଯୋଗକାରୀ ସମାନ ଅଟନ୍ତି ତେବେ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇପାରିବ ନାହିଁ ।

ବିଚାରପତି ଅରୁଣ ମିଶ୍ର, ବିଚାରପତି ଇନ୍ଦିରା ବାନାର୍ଜୀ, ବିଚାରପତି ଭିନେତ ସରନ, ବିଚାରପତି ଏମଆର ଶାହା ଓ ବିଚାରପତି ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଏକ 5 ଜଣିଆ ଖଣ୍ଡପୀଠ ଏ ରାୟ ଦେଇଛନ୍ତି । ଏକ ଅପରାଧିକ ମାମଲାର ତଦନ୍ତକାରୀ ଅଧିକାରୀ, ସୂଚନାଦାତା ବା ଅଭିଯୋଗକାରୀ ହୋଇପାରିବେ କି ନାହିଁ ସେନେଇ ଏହି ରାୟ ପ୍ରକାଶ ପାଇଛି ।

ତେବେ ସୂଚନାଦାତା ଯଦି ଅନୁସନ୍ଧାନକାରୀ ହୋଇଥାଏ ତେବେ ଏହା ଅନୁସନ୍ଧାନକୁ ତ୍ବରାନ୍ବିତ କରେ ନାହିଁ । ପକ୍ଷପାତିତା ଅଭିଯୋଗ ସ୍ବୟଂଚାଳିତ ନୁହେଁ ବୋଲି କୋର୍ଟ କହିଛନ୍ତି। ବିଚାରପତିମାନେ କହିଛନ୍ତି ଯେ ପରିସ୍ଥିତିକୁ ବିଭିନ୍ନ ମାମଲା ଆଧାରରେ ସ୍ଥିର କରାଯିବ । ନିୟମ କୋହଳ ହୋଇପାରିବ ନାହିଁ କିମ୍ବା ଅଭିଯୁକ୍ତମାନେ ସୂଚନାଦାତା ଦେଲେ ମଧ୍ୟ ଲାଭ ଉଠାଇପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.