ETV Bharat / bharat

ଅନ୍ତର୍ଜାତୀୟ ବୃକ୍ଷ ଦିବସରେ 75ଟି ସହରରେ ଗଛ ଲଗାଇଲା ସ୍ପିହା

author img

By

Published : Aug 2, 2020, 3:39 PM IST

ସମଗ୍ର ବିଶ୍ବ କୋରୋନା ସଙ୍କଟ ସହ ସଂଘର୍ଷ କରୁଛି। ଏହି ବିପର୍ଯ୍ୟୟରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ମହାମାରୀ ସମୟରେ ଏନଜିଓ ସ୍ପିହା ଅନ୍ତର୍ଜାତୀୟ ବୃକ୍ଷ ଦିବସରେ ଦେଶରେ ହଜାର ହଜାର ଚାରା ରୋପଣ କରିଛି ।

ଅନ୍ତର୍ଜାତୀୟ ବୃକ୍ଷ ଦିବସ
ଅନ୍ତର୍ଜାତୀୟ ବୃକ୍ଷ ଦିବସ

ନୂଆଦିଲ୍ଲୀ : ସମଗ୍ର ବିଶ୍ବ କୋରୋନା ସଙ୍କଟ ସହ ସଂଘର୍ଷ କରୁଛି। ଏହି ବିପର୍ଯ୍ୟୟରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ମହାମାରୀ ସମୟରେ ଏନଜିଓ ସ୍ପିହା ଅନ୍ତର୍ଜାତୀୟ ବୃକ୍ଷ ଦିବସରେ ଦେଶରେ ହଜାର ହଜାର ଚାରା ରୋପଣ କରିଛି । ସମଗ୍ର ବିଶ୍ବରେ ଇକୋସିଷ୍ଟମ୍ ଖରାପ ହେଉଛି । ବାରମ୍ବାର ଗଛ କାଟିବା ଓ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଜଙ୍ଗଲ ଗଛ ଗୁଡିକ ନଷ୍ଟ ହୋଇଯାଉଛି । ବିଷାକ୍ତ ଗ୍ୟାସ ନିର୍ଗତ ଶ୍ବାସକ୍ରିୟାକୁ କଷ୍ଟକର କରାଉଛି । ଏପରି ପରିସ୍ଥିତିରେ ବୃକ୍ଷରୋପଣର ଗୁରୁତ୍ବ ବହୁତ ବଢିଯାଇଛି ।

କୋରୋନା ମହାମାରୀ ସମୟରେ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମାବଳୀ ଅନୁସରଣ କରି ସ୍ପିହା 75 ସହରର 115 ଟି ସ୍ଥାନରେ ଚାରା ରୋପଣ କରିଛି । ଏହି ଦିନକୁ ସଫଳ କରିବା ଓ ପରିବେଶ ପାଇଁ କିଛି କରିବା ପାଇଁ, ଏନଜିଓ ସ୍ପିହାର 1000 ସ୍ବେଚ୍ଛାସେବୀ ପ୍ରାୟ 3000 ଗଛ ଲଗାଇଲେ । ଏଥିରେ 60 ଟି ବିଭିନ୍ନ ପ୍ରକାରର ଗଛ ରହିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରାୟ 225 ସ୍ବେଚ୍ଛାସେବୀ ପ୍ରାୟ 200 ବିଭିନ୍ନ କିସମ ଲଗାଇଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.