ETV Bharat / bharat

ଅନ୍ତର୍ଜାତୀୟ ବୃକ୍ଷ ଦିବସରେ 75ଟି ସହରରେ ଗଛ ଲଗାଇଲା ସ୍ପିହା

ସମଗ୍ର ବିଶ୍ବ କୋରୋନା ସଙ୍କଟ ସହ ସଂଘର୍ଷ କରୁଛି। ଏହି ବିପର୍ଯ୍ୟୟରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ମହାମାରୀ ସମୟରେ ଏନଜିଓ ସ୍ପିହା ଅନ୍ତର୍ଜାତୀୟ ବୃକ୍ଷ ଦିବସରେ ଦେଶରେ ହଜାର ହଜାର ଚାରା ରୋପଣ କରିଛି ।

ଅନ୍ତର୍ଜାତୀୟ ବୃକ୍ଷ ଦିବସ
ଅନ୍ତର୍ଜାତୀୟ ବୃକ୍ଷ ଦିବସ
author img

By

Published : Aug 2, 2020, 3:39 PM IST

ନୂଆଦିଲ୍ଲୀ : ସମଗ୍ର ବିଶ୍ବ କୋରୋନା ସଙ୍କଟ ସହ ସଂଘର୍ଷ କରୁଛି। ଏହି ବିପର୍ଯ୍ୟୟରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ମହାମାରୀ ସମୟରେ ଏନଜିଓ ସ୍ପିହା ଅନ୍ତର୍ଜାତୀୟ ବୃକ୍ଷ ଦିବସରେ ଦେଶରେ ହଜାର ହଜାର ଚାରା ରୋପଣ କରିଛି । ସମଗ୍ର ବିଶ୍ବରେ ଇକୋସିଷ୍ଟମ୍ ଖରାପ ହେଉଛି । ବାରମ୍ବାର ଗଛ କାଟିବା ଓ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଜଙ୍ଗଲ ଗଛ ଗୁଡିକ ନଷ୍ଟ ହୋଇଯାଉଛି । ବିଷାକ୍ତ ଗ୍ୟାସ ନିର୍ଗତ ଶ୍ବାସକ୍ରିୟାକୁ କଷ୍ଟକର କରାଉଛି । ଏପରି ପରିସ୍ଥିତିରେ ବୃକ୍ଷରୋପଣର ଗୁରୁତ୍ବ ବହୁତ ବଢିଯାଇଛି ।

କୋରୋନା ମହାମାରୀ ସମୟରେ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମାବଳୀ ଅନୁସରଣ କରି ସ୍ପିହା 75 ସହରର 115 ଟି ସ୍ଥାନରେ ଚାରା ରୋପଣ କରିଛି । ଏହି ଦିନକୁ ସଫଳ କରିବା ଓ ପରିବେଶ ପାଇଁ କିଛି କରିବା ପାଇଁ, ଏନଜିଓ ସ୍ପିହାର 1000 ସ୍ବେଚ୍ଛାସେବୀ ପ୍ରାୟ 3000 ଗଛ ଲଗାଇଲେ । ଏଥିରେ 60 ଟି ବିଭିନ୍ନ ପ୍ରକାରର ଗଛ ରହିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରାୟ 225 ସ୍ବେଚ୍ଛାସେବୀ ପ୍ରାୟ 200 ବିଭିନ୍ନ କିସମ ଲଗାଇଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.