ETV Bharat / bharat

ଗତ 24 ଘଣ୍ଟାରେ ଇନ୍ଦୋରରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 1, 2020, 8:43 AM IST

ଗତ 24 ଘଣ୍ଟାରେ ମଧ୍ୟପ୍ରଦେଶର ଇନ୍ଦୋରରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona upadate
ଇନ୍ଦୋରରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୋପାଳ: ଗତ 24 ଘଣ୍ଟାରେ ମଧ୍ୟପ୍ରଦେଶର ଇନ୍ଦୋରରେ 19 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କେବଳ ଇନ୍ଦୋରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 63ରେ ପହଞ୍ଚିଥିବା ବେଳେ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 85ରେ ପହଞ୍ଚିଛି । ଏହାଛଡା ରାଜ୍ୟରେ 5 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ତେବେ ଚିହ୍ନଟ ହୋଇଥିବା 19 ନୂଆ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 9 ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ 1397 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂକ୍ୟା 35 ରେ ପହଞ୍ଚିଛି । ଏପଟେ ଗତ 24 ଘଣ୍ଟାରେ ଦେଶରେ 146 ନୂଆ କୋରୋନା ଆକ୍ରାନ୍ତ ଟିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାୟ ସୂଚନା ଦେଇଛନ୍ତି । ଏହାଛଡା ଦେଶରେ 1238 ଆକ୍ଟିଭ ଥିବାବେଳେ 124 ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.