ETV Bharat / bharat

ଦେଶରେ 24 ଘଣ୍ଟାରେ 45,882 ଆକ୍ରାନ୍ତ ଚିହ୍ନଟ - corona cases in India

ଗତ 24 ଘଣ୍ଟାରେ ଦେଶରେ ପୁଣି 45 ହଜାର 882 ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂକ୍ରମଣ ମାମଲା 90 ଲକ୍ଷ 4 ହଜାର 366 କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ ପୁଣି 45 ହଜାର 882 ଆକ୍ରାନ୍ତ

author img

By

Published : Nov 20, 2020, 10:00 AM IST

ନୂଆଦିଲ୍ଲୀ: ଦେଶରେ ଆଜି କୋରୋନା ସଂକ୍ରମିତ ସଂଖ୍ୟା 90 ଲକ୍ଷ ପାର କରିଛି । ବିଶ୍ବରେ ଆମେରିକା ପରେ ଭାରତରେ 90 ଲକ୍ଷ ପାର କରିଛି ସଂକ୍ରମଣ ମାମଲା । ଗତ 24 ଘଣ୍ଟାରେ ଦେଶରେ ପୁଣି 45 ହଜାର 882 ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂକ୍ରମଣ ମାମଲା 90 ଲକ୍ଷ 4 ହଜାର 366 କୁ ବୃଦ୍ଧି ପାଇଛି । 80 ରୁ 90 ଲକ୍ଷ ଛୁଇଁବାକୁ ଲାଗିଥିଲା 22 ଦିନର ସମୟ ।

ସେହିପରି 584 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ 4 ଲକ୍ଷ 43 ହଜାର 794ରେ ପହଞ୍ଚିଛି । ସଂକ୍ରମିତଙ୍କ ମଧ୍ୟରୁ 44 ହଜାର 807 ଜଣଙ୍କ ସୁସ୍ଥ ପରେ 84 ଲକ୍ଷ 28 ହଜାର 410 ଆକ୍ରାନ୍ତ ଏବେ ସୁଦ୍ଧା ଆରୋଗ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, 19ନଭେମ୍ବରରେ 10,83,397 ନମୁନା ଟେଷ୍ଟ ହୋଇଛି । ତେବେ 19 ନଭେମ୍ବର ସୁଦ୍ଧା ସର୍ବମୋଟ 12,95, 91,786 ଟେଷ୍ଟ ହୋଇଥିବା ଆଇସିଏମଆର ସୂଚନା ଦେଇଛି ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.