ETV Bharat / bharat

ରେଳବାଇର ପ୍ରଚାର ମଙ୍ଗ ଧରିବେ ଘରୋଇ ଅଧିକାରୀ - ଘରୋଇ ଅଧିକାରୀ

ପ୍ରଥମ ଥର ପାଇଁ ରେଳବିଭାଗ ନିଜର ପ୍ରଚାର ପାଇଁ ଘରୋଇ କମ୍ପାନୀ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଯାଉଛି । ଏଥିପାଇଁ ବିଭାଗ ପକ୍ଷରୁ ଗାଇଡ ଲାଇନ ଜାରି ହୋଇଛି ।

ଫାଇଲ ଫଟୋ
author img

By

Published : Jun 16, 2019, 10:37 PM IST

ନୂଆଦିଲ୍ଲୀ: ରେଳ ବିଭାଗର ପ୍ରଚାର ଦାୟିତ୍ବ ସମ୍ଭାଳିବେ ଘରୋଇ କମ୍ପାନୀ । ଖୁବଶୀଘ୍ର ଦେଶର ପ୍ରତ୍ୟେକ ଜୋନ୍‌ରୁ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଯାଉଛି ରେଳ ବିଭାଗ । ଘରୋଇ କମ୍ପାନୀ ଗୁଡିକୁ ପ୍ରଚାର ଭାର ସମ୍ଭାଳିବା ପାଇଁ ପ୍ରଥମଥର ପାଇଁ ରେଳ ବିଭାଗ ଏଭଳି ଗାଇଡଲାଇନ ଜାରି କରିଛି ।

ବର୍ତ୍ତମାନ ବିଭାଗରେ ସୋସିଆଲ ମିଡିଆ ଅପରେଟ ପାଇଁ ବରିଷ୍ଠ ପିଆରଓ ଓ ଜନସମ୍ପର୍କ ଅଧିକାରୀଙ୍କ ସମେତ 70ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଯେଉଁମାନେ 18ଟି କ୍ଷେତ୍ର ସମ୍ଭାଳୁଛନ୍ତି । ଏମାନଙ୍କୁ ସହଯୋଗ କରିବା ପାଇଁ ଆହୁରି ଅଧିକାରୀଙ୍କ ଆବଶ୍ୟକତା ଥିବାରୁ ପ୍ରତ୍ୟେକ ଜୋନରେ ଅଧିକାରୀଙ୍କୁ ନିଯୁକ୍ତ କରିବ ରେଳ ବିଭାଗ ।

ଗାଇଡ ଲାଇନ ଅନୁସାରେ, ପ୍ରତ୍ୟେକ ଜୋନରୁ 17 ଜଣ ଟ୍ରେନିଂ ଅଫିସରଙ୍କୁ ନିଯୁକ୍ତ କରାଯିବ । ଏହି ଟିମ୍‌ରେ ସୋସିଆଲ ମିଡିଆ ମ୍ୟାନେଜର, ଟିମ୍ ଲିଡର, କଣ୍ଟେଣ୍ଟ ଆନାଲିସିଷ୍ଟ, କଣ୍ଟେଣ୍ଟ ରାଇଟର, ଭିଡିଓ ଏଡିଟର ରହିବେ ।

Intro:ବଜ୍ରପାତରେ ଜଣେ ମୃତ , ୩ଗୁରୁତର

Body:ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନଈରୀ ଗ୍ରାମର ପ୍ରତାପ ଘଡାଇ, ତାଙ୍କ ସାନଭାଇ ପ୍ରକାଶ ଘଡାଇ,ଟୁକୁନା ଘଡାଇ ଏବଂ ସେହି ଗ୍ରାମର ସାଗର ଘଡାଇ ଆଜି ଚିଲିକା ମଧ୍ୟକୁ ମାଛମାରିବାକୁ ଯାଇଥିଲେ । କିନ୍ତୁ ମାଛ ମାରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ସମସ୍ତେ ସେଠାରେ ଅଚେତ ହୋଇଯାଇଥିଲେ । Conclusion:ଏହା ଦେଖି
ନିକଟରେ ମାଛମାରୁଥିବା ମର୍ସ୍ୟଜୀବି ତୁରନ୍ତ ସେମାନଙ୍କୁ ଆହତ ଅବସ୍ଥାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । କିନ୍ତୁ ଡ଼ାକ୍ତର ପ୍ରତାପ ଘଡାଇ(୪୫)ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.