ETV Bharat / bharat

‘ଫନି’ ମୁକାବିଲା ପାଇଁ ତୟାର ତିନି ସେନା

ବଙ୍ଗୋପ ସାଗରରେ ଉଗ୍ରରୂପ ଧାରଣ କରିସାରିଛି ବାତ୍ଯା "ଫନି" । ପ୍ରଭାବିତ ହେବାକୁ ଥିବା ଚାରୋଟି ରାଜ୍ଯ ଓ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ସର୍ତକ ସୂଚନା ଜାରି କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ । ଏହାର କଡା ମୁକାବିଲା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ରହିଛି ତିନି ସେନା ।

ସୌଜନ୍ଯ : ପାଇଲ୍ ଫଟୋ
author img

By

Published : Apr 30, 2019, 8:17 PM IST

Updated : Apr 30, 2019, 8:36 PM IST

ହାଇଦ୍ରାବାଦ: ବଙ୍ଗୋପ ସାଗରରେ ଉଗ୍ରରୂପ ଧାରଣ କରିସାରିଛି ବାତ୍ଯା "ଫନି" । ଆଉ ଏହାର ପ୍ରଭାବ ଚାରୋଟି ରାଜ୍ଯ ଓ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ପଡିବା ନେଇ ସର୍ତକ ସୂଚନା ଜାରି କରିଛି କେନ୍ଦ୍ରୀୟ ପାଣିପାଗ ବିଭାଗ । ଏହାର କଡା ମୁକାବିଲା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ସଜାଗ ରହିଛି ତିନିସେନା ।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ରିଲିଫ ଟିମ, ଡାକ୍ତରୀ ଟିମ୍ ସହିତ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା କହିଛନ୍ତି ପୂର୍ବତଟ ନୌସେନା ଅଧିକାରୀ ।

ଭାରତୀୟ ତଟ ସୁରକ୍ଷାବଳ ଓ ନୌସେନା ଜାହାଜ, ହେଲିକପ୍ଟରକୁ ଫନି ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ସେହିପରି ଓଡିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ବାୟୁସେନା, ସ୍ଥଳସେନା ସହିତ ଏନଡିଆରଫି ର 41 ଟି ଟିମ୍କୁ ନିୟୋଜିତ କରାଯାଇଛି । ବଙ୍ଗୋପ ସାଗରରେ ବାତ୍ଯା ଫନି ବର୍ତ୍ତମାନ ଦକ୍ଷିଣ ପୂର୍ବର ଦକ୍ଷିଣ ଦିଗରେ ଗତି କରୁଥିବାରୁ ମତ୍ସ୍ଯଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

sample description
Last Updated : Apr 30, 2019, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.