ETV Bharat / bharat

ସ୍ୱଦେଶୀ ତୋପରେ ବଳୀୟାନ ସେନା, ମିଳିଲା ‘ଧନୁଶ’ - army get dhanush

ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ‘ଧନୁଶ’ ତୋପ ସେନାରେ ସାମିଲ ହୋଇଛି । ଦେଶର ସବୁଠାରୁ ଶକ୍ତିଶାଳୀ ତୋପ ଭାବେ ଏହା ପରିଚିତ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 9, 2019, 2:41 PM IST

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମିଳିଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଧନୁଶ’ ତୋପ ସେନାରେ ସାମିଲ ହୋଇଛି । ଦେଶର ସବୁଠାରୁ ଶକ୍ତିଶାଳୀ ତୋପ ଭାବେ ଏହା ପରିଚିତ ।

ରିପୋର୍ଟ ଅନୁସାରେ ଶୁକ୍ରବାର ସେନାକୁ ଏହା ହସ୍ତାନ୍ତର କରାଯାଇଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏହି ତୋପ ମଧ୍ୟପ୍ରଦେଶ ଜବଲପୁରର ଗନ କ୍ୟାରେଜ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯାଇଛି । ଏହାକୁ ବୋଫର୍ସ ତୋପର ସ୍ୱଦେଶୀ ସଂସ୍କରଣ ବୋଲି କୁହାଯାଏ । ମାର୍ଚ୍ଚ ଶେଷ ସୁଦ୍ଧା 6ଟି ତୋପ ସେନାକୁ ମିଳିବ ବୋଲି ଜଣାପଡିଛି ।

ସେନାରେ ସାମିଲ ହେବା ପୂର୍ବରୁ ଏହାର ବିଭିନ୍ନ ପରୀକ୍ଷା କରାଯାଇଥିଲା । ଲଗାତାର ୪ ବର୍ଷ ଧରି ତୋପର ପରୀକ୍ଷା ଚାଲୁଥିଲା । ୧୫୫ ଏମଏମ ଇଣ୍ଡିଜିନିୟସ ଆର୍ଟିଲେରୀ ଗନ ଧନୁଶ ତୋପ ସମସ୍ତ ପରୀକ୍ଷାରେ ପାସ ହୋଇଛି । ଏହି ତୋପ ନିର୍ମାଣ ପାଇଁ ୨୦୧୧ରୁ 2014 ପର୍ଯ୍ୟନ୍ତ କାମ ଚାଲିଥିଲା ।

‘ଧନୁଶ’ ତୋପ ଏବେ ଦୁନିଆର ସବୁଠାରୁ ଆଧୁନିକ ଓ ଶକ୍ତିଶାଳୀ ତୋପ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି । ସମସ୍ତ ପ୍ରକାର ପାଗରେ ଏହାର ପରୀକ୍ଷଣ କରାଯାଇଛି । ପୋଖରନରେ ହୋଇଥିବା ଆର୍ଟିଲେରୀ ଗନ ଟେଷ୍ଟକୁ ମଧ୍ୟ ଏହା ପାର କରିଥିଲା । ତେବେ ଫେବୃୟାରୀରେ ଫ୍ୟାକ୍ଟ୍ରିକୁ ୧୧୪ଟି ଧନୁଶ ତୋପ ନିର୍ମାଣର ଅର୍ଡର ମିଳିଛି ।

AP Video Delivery Log - 1000 GMT News
Friday, 8 March, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-0952: Russia Women's Day Putin AP Clients Only 4199811
Russian President congratulates women
AP-APTN-0948: Syria IS Baghouz No access by BBC, ITN (Including Channel 4 And 5), Al Jazeera, Bloomberg 4199810
Last IS stronghold ravaged by bombing
AP-APTN-0938: South Korea US Defense AP Clients Only 4199808
SKorea-US deal: Seoul pays more for US military
AP-APTN-0929: US IL Hotel Shooting PART: Must Credit ABC Chicago 7, No Access Chicago/ PART: Must Credit WICS, No Access Springfield, Ill./ ALL: No Use US Broadcast Networks 4199807
Suspect in Illinois deputy shooting death arrested
AP-APTN-0916: China Diplomacy 2 AP Clients Only 4199805
Wang: Hanoi summit helped nuclear issue in Korea
AP-APTN-0907: Philippines Women's Day AP Clients Only 4199802
Protesters call Duterte to respect women's rights
AP-APTN-0856: South Korea Women's Day AP Clients Only 4199801
Students call for women's rights improvements
AP-APTN-0845: APQA08032019PLEASEIGNORE AP Clients Only 4199800
APQA08032019PLEASEIGNORE
AP-APTN-0824: Space SpaceX Undocking AP Clients Only 4199795
SpaceX capsule undocks from International Space Station
AP-APTN-0809: US CA Saudi App AP Clients Only 4199793
Google keeps Saudi app that limits travel by women
AP-APTN-0800: Russia Womens Rights AP Clients Only 4199794
Gender equality still a long way off in Russia
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.