ETV Bharat / bharat

ଆମେରିକା କଂଗ୍ରେସରେ ପ୍ରଥମ ଭାରତୀୟ ମହିଳା

author img

By

Published : Feb 9, 2020, 12:20 PM IST

ଆମେରିକୀୟ ସଂସଦରେ ପ୍ରଥମ ଭାରତୀୟ ମହିଳା । ଆମେରିକାର ରିପବ୍ଲିକ ପାର୍ଟିର ପ୍ରାର୍ଥୀ ଭାବେ ସଂସଦ ବା କଂଗ୍ରେସରେ ଉପସ୍ଥିତ ରହିବେ । ଅଧିକ ପଢନ୍ତୁ...

indian american
ଫଟୋ ସୌଜନ୍ୟ: ଏଏନଆଇ

ୱାଶିଂଟନ: ଆମେରିକୀୟ ସଂସଦରେ ପ୍ରଥମ ଭାରତୀୟ ମହିଳା । ଆମେରିକାର ରିପବ୍ଲିକ ପାର୍ଟୀର ପ୍ରାର୍ଥୀ ଭାବେ ସଂସଦ ବା କଂଗ୍ରେସରେ ଉପସ୍ଥିତ ରହିବେ । ଆନ୍ଧ୍ରପ୍ରଦେଶର ମଙ୍ଗା ଅନନ୍ତମୁଲା ରିପବ୍ଲିକ ପାର୍ଟୀର ପ୍ରାର୍ଥୀ ହିସାବରେ ଭର୍ଜିନିଆରୁ କଂଗ୍ରେସରେ ଯୋଗ ଦେବେ ।

ପ୍ରେସ ରିଲିଜ ଅନୁସାରେ, ଅନନ୍ତମୁଲା ମହିଳାଙ୍କ ଅଧିକାର, କ୍ଷୁଦ୍ର ବ୍ୟବସାୟ, ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ କାମ କରିବେ । ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାର ଚାପ ନ ପକାଇବା ଓ ଶିକ୍ଷାର ପୁର୍ନଗଠନ ଆଦିରେ କାର୍ଯ୍ୟ କରିବେ ।

ଆତଙ୍କବାଦକୁ ସମ୍ପୁର୍ଣ୍ଣ ହରାଇବା ପାଇଁ ବିଶ୍ବରେ ସମସ୍ତ ଦେଶର ମିଳିତ ଯୋଗଦାନକୁ ସମର୍ଥନ କରନ୍ତି ଅନନ୍ତମୁଲା । ସେ ପ୍ରଥମେ ଆମେରିକା ଫେଡେରାଲ ସରକାରୀ ଏଜେନ୍ସିରେ କାମ କରିଛନ୍ତି । କୃଷି, ମେରାଇନ କ୍ରପ୍, ଡିଓଡି ଓ ଡିଏଚଏସରେ କାର୍ଯ୍ୟ କରିଛନ୍ତି । ସେ ଏକ କ୍ଷୁଦ୍ର ବ୍ୟବସାୟୀ ମଧ୍ୟ ।

ଏଏନଆଇ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.