ETV Bharat / bharat

ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର - indian airline companies made fun of each others tag line and tweeted

ଲକଡାଉନରେ ସମସ୍ତ ବନ୍ଦୀ । କେହି କୁଆଡେ ଯାଇପାରୁନାହାନ୍ତି । ଏତିକିବେଳେ ସମସ୍ତେ ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରୁଛନ୍ତି । ନିଜେ କିପରି ସମୟ ଏତିବାହିତ କରୁଛନ୍ତି ଏନେଇ ମଧ୍ୟ ସେୟାର କରୁଛନ୍ତି । ଏତିକି ବେଳେ ବନ୍ଦ ଥିବା ସମସ୍ତ ଏୟାର ଲାଇନ ମଧ୍ୟ ନିଜ ଭିତରେ କଥା ହୋଇଛନ୍ତି । ଯାହା ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛି ।

ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର
ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର
author img

By

Published : Apr 11, 2020, 4:32 PM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଯୋଗୁଁ ବନ୍ଦ ରହିଛି ସମସ୍ତ ଏୟାର ଲାଇନ । ଏଥିପାଇଁ ସମସ୍ତ ଅନ୍ତରାଷ୍ଟ୍ରୀୟ ଓ ଘରୋଇ ବିମାନ ସେବା ବନ୍ଦ ରହିଛି । ତେବେ ଏତିକି ବେଳେ ଏୟାର ଲାଇନ ଗୁଡିକର ଚାଲିଛି ଟ୍ବିଟ ୱାର । ନିଜ ନିଜର ମଜାକ ଉଡାଉଛନ୍ତି ଏୟାର ଲାଇନ । ଆଉ ଯାହାର ଖୁବ ମଜା ନେଉଛନ୍ତି ୟୁଜର୍ସ ।

ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର
ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର

ଏୟାର ଲାଇନ ଗୁଡିକର କଥାବାର୍ତ୍ତା କିଛି ଏପରି ଥିଲା....

ଶୁକ୍ରବାର ସକାଳେ ଇଣ୍ଡିଗୋ, ଭିସ୍ତାରା ଏୟାର ଲାଇନକୁ ଟ୍ୟାଗ କରି ଟ୍ବିଟ କରିଥିଲା ଯେ ହେ ଏୟାର ଭାସ୍ତାରା ଆମେ ଶୁଣିବାକୁ ପାଇଲୁ ତମେ ଏବେ ଆଉ ଆକାଶରେ ଉଡୁନ ।

ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର
ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର

ଏହାପରେ ଭିସ୍ତାରା ଏହାର ଜବାବରେ କହିଥିଲା, ଆଜିକାଲି ଭୁପୃଷ୍ଠରେ ରହିବା ଏକ ଅଦ୍ଭୁତ ଅନୁଭବ । ଏହାପରେ ଭିସ୍ତାରା ଗୋ ଏୟାରକୁ ଟ୍ୟାଗ କରି ଏକ ଟ୍ବିଟ କରିଥିଲା । ଯେ ଏବେ ଉଡିବା ସ୍ମାର୍ଟ ଚୟସ ହେବ ନାହିଁ , କଣ କହୁଛ । ଆଉ ଗୋ ଏୟାର ଉତ୍ତରରେ କହିଥିଲା ଘରେ ରହିବା ଏକ ଅନୁଭବ ।

ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର
ଏୟାର ଲାଇନ୍ସର ଟ୍ବିଟର ୱାର, ମଜା ନେଲେ ୟୁଜର

ତେବେ ଏହିପରି ଗୋଟିଏ ପରେ ଗୋଟିଏ ଟ୍ବିଟ ଜାରି ରହିଥିଲା । ଗୋ ଏୟାର, ଏୟାର ଇଣ୍ଡିଆର ଟ୍ୟାଗ ଲାଇନକୁ ବ୍ୟବହାର କରି ତାକୁ ଟ୍ୟାଗ କରି କହିଥିଲା ଯେ, ଏବେ ଏୟାର ଇଣ୍ଡିଆ ତମେ କହି ପାରିବ ନାହିଁ ଯେ, ନାଓ ଏଭ୍ରିୱାନ କ୍ୟାନ ଫ୍ଲାଏ । ଅର୍ଥାତ ଏବେ ସବୁ ଉଡିପାରିବା । ସ୍ପାଇସ ଜେଟ, ଏୟାର ଏସିଆ ଭଳି ସମସ୍ତ ଏୟାର ଲାଇନ ଏହିପରି କତପୋକଥନ କରିଥିଲେ । ଯାହାର ଖୁବ ମଜା ନେଇଥିଲେ ୟୁଜର । ଆଉ ଅନେକ ଏପରି କମେଣ୍ଟ ଦେଇଥିଲେ ଯେ ଦିନର ଆରମ୍ଭ ଏପରି ହେବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.