ETV Bharat / bharat

7ଟି ମୂଲ୍ୟବାନ ଜୀବନ ରକ୍ଷା କଲେ ଭାରତୀୟ ବାୟୁସେନାର ଯବାନ - jammu kashmir

ଜମ୍ମୁ ଧଲୋଟିର ଉଜ ନଦୀ ମଧ୍ୟରେ ଥିବା ଦ୍ବୀପରେ ଫଶି ରହିଥିବା 7 ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ବାୟୁସେନାର ବୀର ଯବାନ ।

7ଟି ମୂଲ୍ୟବାନ ଜୀବନ ରକ୍ଷା କଲେ ଭାରତୀୟ ବାୟୁସେନାର ଯବାନ

author img

By

Published : Aug 27, 2020, 9:27 PM IST

ଶ୍ରୀନଗର: ଦେବଦୂତ ସାଜିଲା ଭାରତୀୟ ବାୟୁସେନା । ନିଜ ଜୀବନକୁ ବାଜି ଲଗାଇ 7ଟି ମୂଲ୍ୟବାନ ଜୀବନ ରକ୍ଷା କଲେ ଭାରତୀୟ ବାୟୁସେନାର ଯବାନ । ଜମ୍ମୁ ଧଲୋଟିର ଉଜ ନଦୀ ମଧ୍ୟରେ ଥିବା ଦ୍ବୀପରେ ଫଶି ରହିଥିବା 7 ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ବାୟୁସେନାର ବୀର ଯବାନ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ସାମନା କରୁଥିବା ଲୋକଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି ।

7ଟି ମୂଲ୍ୟବାନ ଜୀବନ ରକ୍ଷା କଲେ ଭାରତୀୟ ବାୟୁସେନାର ଯବାନ

ଜମ୍ମୁ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅପରାହ୍ନରେ ଜମ୍ମୁ ଧଲୋଟିର ଉଜ ନଦୀ ମଧ୍ୟରେ ଥିବା ମରୁନ ଦ୍ବୀପରେ ଫସି ରହିଥିବା ଗ୍ରାମବାସୀଙ୍କ ସମ୍ପର୍କରେ ଏକ ବାର୍ତ୍ତା ମିଳିଥିଲା। ପ୍ରବଳ ବର୍ଷା ଯୋଗୁଁ ସେମାନେ ସେଠାରେ ଫଶିଯାଇଥିବା ବାୟୁସେନାକୁ ସୂଚନା ମିଳିଥିଲା । ଏହାପରେ ଜମ୍ମୁରେ ଥିବା ଏମଆଇ-17 ହେଲିକପ୍ଟର ୟୁନିଟର ଭାରତୀୟ ବାୟୁସେନା ହେଲିକପ୍ଟରକୁ ତୁରନ୍ତ ଗ୍ରାମବାସୀଙ୍କ ଉଦ୍ଧାର ପାଇଁ ନିୟୋଜିତ କରାଯାଇଥିଲା। ୱିଂ କମାଣ୍ଡର ମୁକୁଲ ଖାରେ ଏବଂ ବିନୟ ପଦକି ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । 3 ମହିଳା ଏବଂ 3 ଶିଶୁଙ୍କ ସମେତ ମୋଟ 7 ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.