ETV Bharat / bharat

‘କୋଭିଡ ଟିକା ବଣ୍ଟନରେ ଭାରତକୁ ମିଳିବ ପ୍ରାଥମିକତା’

author img

By

Published : Nov 29, 2020, 10:15 AM IST

କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆରୁ ଅନୁମତି ଆଣିବ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଅଧିକ ପଢନ୍ତୁ...

କୋଭିଡ୍ ଟିକା ବିତରଣ
କୋଭିଡ୍ ଟିକା ବିତରଣ

ନୂଆଦିଲ୍ଲୀ: କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆରୁ ଅନୁମତି ଆଣିବ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ପ୍ରଧାନମନ୍ତ୍ରୀଙ୍କ ଟିକା ସମୀକ୍ଷା ବୈଠକ ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ସେର୍ ଇନଷ୍ଟିଚ୍ୟୁଟର ଅଧିକାରୀ ଅଦାର ପୁନାୱାଲା । ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମିଳୁଥିବା ତଥ୍ୟ ଅନୁସାରେ ଭାରତକୁ ଜୁଲାଇ ୨୦୨୧ ସୁଦ୍ଧା ୩୦ କୋଟିରୁ ୪୦ କୋଟି ମାତ୍ରାର ଟିକା ଆବଶ୍ୟକ ।

ଟିକା ବିତରଣରେ ସେରମ୍ ଭାରତକୁ ପ୍ରାଥମିକତା ଦେବ ବୋଲ ଅଦାର କହିଛନ୍ତି । ଅନ୍ୟପକ୍ଷେ ୟୁରୋପୀୟ ରାଷ୍ଟ୍ରରେ ବିତରଣ ଦାୟିତ୍ବ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ନେବେ ବୋଲି କୁହାଯାଇଛି । ଆବଶ୍ୟକ ହେଲେ ସେମାନଙ୍କ ପାଇଁ ମଧ୍ୟ ଭାରତରେ ଟିକା ପ୍ରସ୍ତୁତ କରାଯାଇପାରିବ । ତେବେ ଏଯାବତ୍ ସେରମ୍ ପ୍ରାୟ 10 କୋଟି ଟିକା ପ୍ରସ୍ତୁତ କରିସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.