ETV Bharat / bharat

କୋରୋନା ଅପଡେଟ୍: ଦେଶରେ 24 ଘଣ୍ଟାରେ 9304 ନୂଆ ଆକ୍ରାନ୍ତ ଚିହ୍ନଟ - india corona update

24 ଘଣ୍ଟାରେ ସର୍ବାଧିକ 9304 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 260 ଆକ୍ରାନ୍ତ କୋରୋନାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 16 ହଜାର 919ରେ ପହଞ୍ଚିଛି ।

corona
ଦେଶରେ 24 ଘଣ୍ଟାରେ 9304 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Jun 4, 2020, 9:44 AM IST

ନୂଆଦିଲ୍ଲୀ: ସମଗ୍ର ଦେଶ ବର୍ତ୍ତମାନ କୋରୋନା ଯୁଦ୍ଧରେ ଲଢେଇ ଜାରି ରଖିଛି । କୋରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ 24 ଘଣ୍ଟାରେ ସର୍ବାଧିକ 9304 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 260 ଆକ୍ରାନ୍ତ କୋରୋନାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 16 ହଜାର 919ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 106737 ଆକ୍ଟିଭ, 104107 ଆକ୍ରାନ୍ତ ସୁସ୍ଥ ଏବଂ 6075 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.