ETV Bharat / bharat

ଭାରତ କର୍ପୋରେଟ ଟାକ୍ସ ସରଞ୍ଚନା ସବୁଠୁ ଭଲ

author img

By

Published : Dec 14, 2019, 12:10 PM IST

ଭାରତ ସବୁଠୁ ଭଲ କର୍ପୋରେଟ ଟାକ୍ସ ଲଗାଇଥିବା କହିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ।

Washington
ଫାଇଲ ଫଟୋ

ୱାଶିଂଟନ: ଭାରତ ସବୁଠୁ ଭଲ କର୍ପୋରେଟ ଟାକ୍ସ ଲଗାଇଥିବା କହିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ। ଘରୋଇ ବଜାର ଯୋଗୁଁ ଭାରତ ମଜଭୁତ ସ୍ଥିତିରେ ପହଞ୍ଚିଥିବା ବେଳେ ଏହାର ସରଞ୍ଚନାରେ ସୁଧାର ଆସିଛି । ଏଥିପାଇଁ ଭାରତ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଆକର୍ଷଣ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି।

ଆମେରିକା ପୁଞ୍ଜିନିବେଶଙ୍କ ଚୀନ ପ୍ରତି ଧାରଣା ପରିବର୍ତ୍ତନ ହୋଇଛି । ସେମାନେ ଏକ ବିକଳ୍ପ ପୁଞ୍ଜିନିବେଶ ପାଇଁ ଚାହୁଁଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଭିଏତନାମର ଦୁର୍ବଳ ଘରୋଇ ମାର୍କେଟ ତଥା ଦକ୍ଷତାକୁ ଭାରତ ବ୍ୟବହାର କରିବାକୁ ଚାହୁଁଥିବା ନୀତି ଆୟୋଗ ସିଇଓ ଜଣାଇଛନ୍ତି ।

ସେହିପରି ଭାରତରେ ବିଶ୍ବରେ ସବୁଠୁ ଭଲ କର୍ପୋରେଟ ଟାକ୍ସ ରହିଥିବା ସେ ପ୍ରକାଶ କରିଛନ୍ତି । ଭାରତ 15 ପ୍ରତିଶତ ତଥା 17.1 ପ୍ରତିଶତ ପ୍ରଭାବୀ ଦରରେ କର୍ପୋରେଟ ଟାକ୍ସ ରହିଥିବା ସେ ଉଲ୍ଲେଖ କରିଛନ୍ତି । ଯାହା ବିଶ୍ବର ସବୁଠୁ ଭଲ ଟାକ୍ସ। ଏହି କର୍ପୋରେଟ ଟାକ୍ସ ଘରୋଇ ବଜାର ଠାରୁ ଦୁଇ ଗୁଣ ହୋଇଥିବା ବେଳେ ଏହା ଡିଜିଟାଲାଇଜେସନକୁ ପ୍ରୋତ୍ସାହନ କରୁଛି। ଯାହାଦ୍ବାରା ଭାରତ ପ୍ରମୁଖ ପୁଞ୍ଜନିବେଶ ହବରେ ପରିଣତ ହୋଇଥିବା ଅମିତାଭ କାନ୍ତ ପ୍ରକାଶ କରିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.