ETV Bharat / bharat

ପାକିସ୍ତାନ-ଚୀନ ନୌସମରାଭ୍ୟାସ ଉପରେ ନଜର ରଖିବ INS ବିକ୍ରମାଦିତ୍ୟ - ପାକିସ୍ତାନ-ଚୀନର ନୌସମରାଭ୍ୟାସ

ପାକିସ୍ତାନ-ଚୀନର ନୌସମରାଭ୍ୟାସ ମଧ୍ୟରେ ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧପୋତ ଆଇଏନ୍ଏସ୍‌ ବିକ୍ରମାଦିତ୍ୟକୁ ମୁତୟନ କରିଛି ଭାରତ । ଅଧିକ ପଢନ୍ତୁ....

INS Vikramaditya
ଫାଇଲ ଫଟୋ
author img

By

Published : Jan 10, 2020, 9:51 PM IST

ନୂଆଦିଲ୍ଲୀ: ପାକିସ୍ତାନ ନିଜର ପରମ ମିତ୍ର ଚୀନ ସହ ୯ ଦିନିଆ ନୌସମରାଭ୍ୟାସ କରିବାକୁ ଯାଉଛି । ଯାହାକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧପୋତ ଆଇଏନ୍ଏସ୍‌ ବିକ୍ରମାଦିତ୍ୟକୁ ମୁତୟନ କରିଛି ଭାରତ ।

ଆଇଏନ୍ଏସ୍‌ ବିକ୍ରମାଦିତ୍ୟକୁ ମୁତୟନ କରାଯିବା ସମୟରେ ନୌସେନା ମୁଖ୍ୟାଳୟର ଶୀର୍ଷସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆଇଏନ୍ଏସ୍‌ ବିକ୍ରମାଦିତ୍ୟ ସହ ଏକ ମିଗ୍‌ ୨୯କେ ଫାଇଟର୍‌ ଜେଟ୍ ମଧ୍ୟ ରହିଛି।

ସର୍ବଦା ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ ନିଜ ନିଜର ନୌସେନା ମଧ୍ୟରେ ଉତ୍ତମ ସଂଚାଳନ କ୍ଷମତା ଓ ରଣନୈତିକ ସହଯୋଗ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ସୋମବାରଠୁ ଉତ୍ତର ଆରବ ସାଗରରେ ସମରାଭାସ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ କଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ସେପଟେ ଚୀନ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ବାରମ୍ବାର ନିଜ ବନ୍ଧୁ ପାକିସ୍ତାନର ସମର୍ଥନ କରୁଛି । ତେବେ ଅହି ସମୟରେ ଉଭୟ ଦେଶର ଏହି ସମରାଭ୍ୟାସ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ସମରାଭ୍ୟାସକୁ ‘ସି ଗାର୍ଡିୟାନ୍ସ’ ନାମରେ ନାମିତ କରାଯାଇଛି । ଏଥିରେ ପାକିସ୍ତାନ ଓ ଚୀନର ବୁଡାଜାହାଜ, ଡେଷ୍ଟ୍ରୟର ଓ ଫ୍ରିଗେଟ୍ସ ଶ୍ରେଣୀୟ ଯୁଦ୍ଧ ଜାହାଜ ସାମିଲ ହୋଇଛନ୍ତି ।

ZCZC
PRI GEN NAT
.NEWDELHI DEL86
DEF-NAVY-AIRCRAFTCARRIER
India deploys aircraft carrier INS Vikramaditya in Arabian Sea amid China-Pak naval drill
         New Delhi, Jan 10 (PTI) India has deployed its aircraft carrier INS Vikramaditya in the Arabian Sea at a time China and Pakistan are holding a nine-day mega naval exercise in the region, a move seen as New Delhi sending a signal to its two neighbours.
          Top officials of the Naval headquarters were on board the aircraft carrier when it was deployed in the strategic mission, military sources told PTI.
          Pakistan and China on Monday launched a major drill in the North Arabian Sea with an aim to increase inter-operability and strategic cooperation between their two navies.
          The exercise 'Sea Guardians' is taking place in the midst of heightened tension between India and Pakistan over the Kashmir issue. Key platforms of both China and Pakistan, including submarines, destroyers and frigates are part of the exercise.
         Aircraft carrier INS Vikramaditya, with MiG29K fighters on board, has been sent with a strategic objective, the sources said.         
          China is developing Pakistan's deep water Gwadar port in North Arabian Sea and has ramped up its military presence in the region, triggering concerns in India.
         Gwadar is being connected through the over USD 60 billion China Pakistan Economic Corridor (CPEC) to China's Xinjiang province, providing a key land route to China to access the warm waters of Arabian Sea.
         The Arabian Sea provides entry to the Indian Ocean where China has built a logistics base at Djibouti in the Horn of Africa. PTI MPB MPB
MIN
MIN
01101734
NNNN
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.