ETV Bharat / bharat

ଦେଶରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 66732 ଆକ୍ରାନ୍ତ ଚିହ୍ନଟ

author img

By

Published : Oct 12, 2020, 10:56 AM IST

Updated : Oct 12, 2020, 1:07 PM IST

24 ଘଣ୍ଟାରେ ଦେଶରେ 66 ହଜାର 732 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 816 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଦେଶରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 66732 ଆକ୍ରାନ୍ତ ଚିହ୍ନଟ
ଦେଶରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 66732 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ 71 ଲକ୍ଷ ପାର କରିଛି କୋରୋନା ଆକ୍ରାଙ୍କଙ୍କ ସଂଖ୍ୟା । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 66 ହଜାର 732 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 816 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 71 ଲକ୍ଷ 20 ହଜାର 539ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 61 ଲକ୍ଷ 49 ହଜାର 536 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 8 ଲକ୍ଷ 61 ହଜାର 853 ଆକ୍ରାନ୍ତ ଏବେବି ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 9 ହଜାର 150 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 12, 2020, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.