ETV Bharat / bharat

ଦେଶରେ କମୁଛି ସଂକ୍ରମଣ: ଦିନକରେ 38310 ଆକ୍ରାନ୍ତ, 490 ମୃତ - କୋରୋନା ମାମଲା

ଆଜି 24ଘଣ୍ଟାରେ 38,310 ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଫଳରେ ଦେଶରେ ବର୍ତ୍ତମାନ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 82,67,623ରେ ପହଞ୍ଚିଛି ।

ଦେଶରେ କମୁଛି ସଂକ୍ରମଣ: ଦିନକରେ 38,310 ଆକ୍ରାନ୍ତ, 490 ମୃତ

author img

By

Published : Nov 3, 2020, 10:49 AM IST

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଛି । ଆଜି 24ଘଣ୍ଟାରେ 38,310 ନୂଆ ମାମଲା ସାମ୍ନାକୁ ଆସିଛି । ଏଥିସହ 490ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଦେଶରେ ବର୍ତ୍ତମାନ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 82,67,623ରେ ପହଞ୍ଚିଥିବାବେଳେ ମୋଟ 1,23,097ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଦେଶରେ 20,503ଜଣ ସୁସ୍ଥ ହେବା ପରେ 5,41, 405 ମୋଟ ସକ୍ରିୟ ମାମଲା ରହିଛି । ତେବେ ଦେଶରେ ସର୍ବମୋଟ 76,03,121 ଜଣ ସୁସ୍ଥ ହୋଇଛନ୍ତି ।

@ani

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.