ETV Bharat / bharat

ଜୁମ୍ ଭିଡିଓ କଲ୍ ରେ ବିବାହ କରିବେ ନ୍ୟୁୟର୍କ ଦମ୍ପତି

ଶନିବାର ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କୁଏମୋ କହିଛନ୍ତି ଯେ, ‘ଏଣିକି ବିବାହକୁ ନେଇ ପ୍ରଶ୍ନ ଆସିବା ପରେ କୌଣସି ବାହାନା ଦେଇ ହେବ ନାହିଁ । ଏଣୁ ଜୁମ୍ ଦ୍ୱାରା ଆପଣ ବିବାହ କରିପାରିବେ ।

author img

By

Published : Apr 20, 2020, 10:49 AM IST

zoom marriage
ନ୍ୟୁୟର୍କରେ ଜୁମ୍ ଦ୍ବାରା ବିବାହ କରିବେ ଦମ୍ପତି

ଅଲବନୀ: ସମଗ୍ର ବିଶ୍ବରେ କୋରୋନା ଆତଙ୍କ ଖେଳାଇଛି । ଏହା ମଧ୍ୟରେ ଅନେକ ଦମ୍ପତି ସାମାଜିକ ଦୂରତ୍ବକୁ ଦୃଷ୍ଟିରେ ରଖି ଭିଡିଓ କଲ୍ ମାଧ୍ୟମରେ ସେମାନଙ୍କର ବିବାହ ସମ୍ପନ୍ନ କରୁଛନ୍ତି ।ଏଭଳି ସ୍ଥିତିରେ ବିବାହ ଏବଂ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ନ୍ୟୁୟର୍କ ସରକାର ଏକ ପ୍ରକାର ସମାଧାନ ବାଟ କାଢିଛନ୍ତି ।

ଗତ ଶନିବାର ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କୁଏମୋ କହିଛନ୍ତି ଯେ, ‘ଏଣିକି ବିବାହକୁ ନେଇ ପ୍ରଶ୍ନ ଆସିବା ପରେ କୌଣସି ବାହାନା ଦେଇ ହେବନାହିଁ । ଏଣୁ ଜୁମ୍ ଦ୍ୱାରା ଆପଣ ବିବାହ କରିପାରିବେ । ହଁ କିମ୍ବା ନା ବୋଲି ସେ ପ୍ରଶ୍ନ ରଖିଛନ୍ତି ।’

ଏହା କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଭିଡିଓ କଲିଂ ପ୍ଲାଟଫର୍ମ ଜୁମ୍ ଲକଡାଉନ୍ ଅବଧିରେ ମିଟିଙ୍ଗ୍ ଏବଂ ଅନ୍ଲାଇନ୍ କ୍ଲାସ ଆଦି କ୍ଷେତ୍ରରେ ବହୁ ଲୋକପ୍ରିୟତା ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.