ETV Bharat / bharat

ଲକଡାଉନ ପ୍ରଭାବ: ଦିଲ୍ଲୀ ବାୟୂ ପ୍ରଦୂଷଣରେ ଅହେତୁକ ହ୍ରାସ

କୋରୋନା କାରଣରୁ ଦେଶରେ ଲକଡାଉନ ଜାରି ରହିଛି । ଯାହାକୁ ନେଇ ସମ୍ପୂର୍ଣ୍ଣ ଭାବେ ଗାଡିଚଳାଚଳ ବନ୍ଦ ରହିଛି । ଯେଉଁଥିପାଇଁ ସହରର ବାୟୁ ଗୁଣବତ୍ତା ସୂଚକାଙ୍କରେ 106 ତୁଳନାରେ 88 ରହିଛି । ଅଧିକ ପଢନ୍ତୁ....

Improvement in delhi air quality
ଦିଲ୍ଲୀରେ ବାୟୂପ୍ରଦୂଷଣରେ ଅହେତୁକ ହ୍ରାସ
author img

By

Published : Apr 8, 2020, 1:41 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ହାର ବୁଧବାର କମ ରହିଛି । ବାୟୁରେ ଥିବା ବିଷାକ୍ତ ଗ୍ୟାସ ନାଇଟ୍ରୋଜେନ ଅକ୍ସାଇଡର 60 ପ୍ରତିଶତ ପାଇଛି । ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ମଙ୍ଗଳବାର 106 ତୁଳନାରେ 88 ଏବଂ "ସନ୍ତୋଷଜନକ" ଶ୍ରେଣୀରେ ସ୍ଥାନ ପାଇଛି ।

Improvement in delhi air quality
ଦିଲ୍ଲୀରେ ବାୟୂପ୍ରଦୂଷଣରେ ଅହେତୁକ ହ୍ରାସ

ସିଷ୍ଟମ୍ ଅଫ୍ ଏୟାର ଡିଷ୍ଟର୍ବାନ୍ସ ଆଣ୍ଡ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ, ପଶ୍ଚିମ ବିଶୃଙ୍ଖଳା ହେତୁ ବୁଧବାର ଏବଂ ଗୁରୁବାର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବଜ୍ରପାତ ଓ କିଛି ସ୍ଥାନରେ ଧୂଳିଝଡ ହୋଇପାରେ ।

ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ଏୟାର କ୍ବାଲିଟି ଇନଡେକ୍ସରେ ଉନ୍ନତି ହେବାର ସମ୍ଭାବନା ରହିଛି । ଏପ୍ରିଲ 9 ଏବଂ 10ରେ AQSI "ସନ୍ତୋଷଜନକ" ଶ୍ରେଣୀରେ ରହିବ ହେବ ବୋଲି ଆକଳନ କରାଯାଇଛି । ଆଉ ଏହା ଲକଡାଉନ ଯୋଗୁଁ ଏପରି ପରିସ୍ଥିତିରେ ପହଞ୍ଚିଥିବା ଅନୁମାନ କରାଯାଉଛି । କାରଣ ଏହି ସମୟରେ ଗାଡି ଓ କାରଖାନା ଚଳାଚଳ ବନ୍ଦ ରହିଛି ଯେଉଁଥିପାଇଁ ବାୟୂପ୍ରଦୂଷଣ ମଧ୍ୟ କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.