ETV Bharat / bharat

ସୁଲଭ ମୁଲ୍ୟରେ IIT ରୁର୍କି ଆଣିଲା ଫେସ ସ୍ଲାଇଡ ଫ୍ରେମ - face shield is 3D printe

ମାସ୍କ ସହିତ ଫେସ୍ ସ୍ଲାଇଡ ଫ୍ରେମ୍ 3D ପ୍ରିଣ୍ଟ ଆମ ଚେହେରାକୁ ଅଧିକ ସୁରକ୍ଷା ଦେଇଥାଏ । ଏହାକୁ ଆଇଆଇଟି, ରୁର୍କି ପକ୍ଷରୁ ନିର୍ମାଣ କରାଯାଇଛି । ଅଧିକ ପଢନ୍ତୁ...

IIT Roorke
ଆଇଆଇଟି ପକ୍ଷରୁ ଫେସ୍ ସ୍ଲାଇଡ ଫ୍ରେମ୍ 3D ପ୍ରିଣ୍ଟର ବିକଶିତ
author img

By

Published : Apr 4, 2020, 11:54 AM IST

ଡେରାଡୁନ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁର୍କି କୋରନାରୁ ସୁରକ୍ଷା ପାଇଁ ଏକ ନୂଆ ଉପାୟ ବାଛିଛନ୍ତି । ଋଷିକେଶର ଏମସରେ ପ୍ରଥମ ଲାଇନ ସ୍ୱାସ୍ଥ୍ୟସେବା ପ୍ରଫେସନାଲମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଚେହେରାକୁ ସୁରକ୍ଷିତ ଦେବା ପାଇଁ ଫେସ୍ ସ୍ଲାଇଡ ଫ୍ରେମ୍ 3D ପ୍ରିଣ୍ଟର ବିକଶିତ କରାଯାଇଛି । ଏହା ମାସ୍କ ଉପରେ ଏକ କାଚର ଆସ୍ତରଣ ରହିଛି । ଯାହା ବ୍ୟବହାର କଲେ ଏହା ମୁହଁକୁ ବେଶି ସୁରକ୍ଷା ଦେଇଥାଏ । ଏନେଇ ଆଇଆଇଟି, ରୁର୍କି ପକ୍ଷରୁ ସୂଚନା ଦିଆଯାଇଛି ।

ସୁରକ୍ଷା ସ୍ଲାଇଡଲର ସ୍ପେକ୍ଟାକଲ୍ ର ଡିଜାଇନ ବଦଳାଇବାରେ ସହଜ ହୋଇଥାଏ । କାରଣ ସ୍ୱଚ୍ଛ ସିଟ୍ ପୁନଃ ବ୍ୟବହାରଯୋଗ୍ୟ ଫ୍ରେମ୍ ସହିତ ବନ୍ଧା ହୋଇନଥାଏ । ଉକ୍ତ ସିଟର ମୂଲ୍ୟ 5 ଟଙ୍କା କମ୍ ଅଟେ ସ୍ଲାଇଡର ପ୍ରତି ଉତ୍ପାଦନ ମୂଲ୍ୟ ପ୍ରାୟ 45 ଟଙ୍କା ଏବଂ ବହୁ ଉତ୍ପାଦନ ମୂଲ୍ୟ 25 ରୁ କମ୍ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.