ETV Bharat / bharat

ଭବିଷ୍ୟତ ଚିନ୍ତାରେ ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା - ଆଇଆଇଟି ଛାତ୍ରଙ୍କ ଆତ୍ମହତ୍ୟା

ହାଇଦ୍ରାବାଦର ଆଇଆଇଟି ଛାତ୍ର ହଷ୍ଟେଲରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପାଠପଢାରେ ପଛୁଆ ରହିବା ଓ ଭବିଷ୍ୟତକୁ ନେଇ ମାନସିକ ଅବସାଦରେ ଥିଲେ ସେ ।

ଫଟୋ ସୌଜନ୍ୟ : ଇଟିଭି ଭାରତ ବ୍ୟୁର
author img

By

Published : Oct 30, 2019, 12:24 PM IST

ହାଇଦ୍ରାବାଦ: 20 ବର୍ଷିୟ ଆଇଆଇଟି ଛାତ୍ର ଆତ୍ମହତ୍ୟା । ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲା ଅନ୍ତର୍ଗତ କାଣ୍ଡିରେ ଥିବା ଆଇଆଇଟି କ୍ୟାମ୍ଫସ ହଷ୍ଟେଲ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

suicide note
ମୃତ୍ୟୁ ପୂର୍ବରୁ ସାଙ୍ଗଙ୍କୁ ମେଲ

ସିଦ୍ଧାର୍ଥ ପିଛିକାଲା କମ୍ପୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ଛାତ୍ର । ସେ ରାତି 3.30 ମିନିଟରେ ହଷ୍ଟେଲର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ବେସରକାରୀ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ତାଙ୍କୁ ପରେ ଗାନ୍ଧୀ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ହାଇଦ୍ରାବାଦ ନିବାସୀ ସିଦ୍ଧାର୍ଥ ଆତ୍ମହତ୍ୟା କରିବା ପୂର୍ବରୁ ନିଜର କିଛି ସାଙ୍ଗଙ୍କୁ ମେଲ କରିଥିଲେ । ସେ ଲେଖିଛନ୍ତି ପାଠ ପଢାରେ ବାରମ୍ବାର ପଛରେ ରହିବା ଓ ଭବିଷ୍ୟତ ଗଢିବାରେ ଭୟ ପାଇଁ ଆତ୍ମହତ୍ୟା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.