ETV Bharat / bharat

ଛତିଶଗଡ ନାରାୟଣପୁର ଜଙ୍ଗଲରେ IED ବିସ୍ଫୋରଣ, ଜଣେ ଯବାନ ଗୁରୁତର

author img

By

Published : Jun 24, 2020, 9:17 AM IST

ଛତିଶଗଡ ନାରାୟଣପୁର ଜଙ୍ଗଲରେ IED ବିସ୍ଫୋରଣ । CAF 16 ବାଟାଲିୟନର ଜଣେ ଯବାନ ଗୁରୁତର । ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଛତିଶଗଡ ନାରାୟଣପୁର ଜଙ୍ଗଲରେ IED ବିସ୍ଫୋରଣ, ଜଣେ ଯବାନ ଗୁରୁତର
ଛତିଶଗଡ ନାରାୟଣପୁର ଜଙ୍ଗଲରେ IED ବିସ୍ଫୋରଣ, ଜଣେ ଯବାନ ଗୁରୁତର

ରାୟପୁର: ଛତିଶଗଡ ନାରାୟଣପୁର ଜଙ୍ଗଲରେ IED ବିସ୍ଫୋରଣ । ଫଳରେ CAF 16 ବାଟାଲିୟନର ଜଣେ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଯବାନଙ୍କୁ MI17 ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ନାରାୟଣପୁର ଏସପି ମୋହିତ ଗର୍ଗ ଏନେଇ ସୂଚନା ଦେଇଛନ୍ତି ।

ଆହତ ଯବାନଙ୍କୁ RKCH ରାୟପୁରକୁ ରେଫର୍ କରାଯାଇଛି । ଟ୍ରୁପ ଅର୍ଚା ରୋଡରେ ଥିବା ROP ଅଭିମୁଖେ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ଆନ୍ଧାମୋଡ ସମ୍ମୁଖରେ ଥିବା ଅର୍ଚା ରାସ୍ତାରେ ଟେକ୍ରି ତଳେ ମାଓବାଦୀମାନେ ଲଗାଇଥିବା ପ୍ରେସର ବୋମା ଫୁଟିବା କାରଣରୁ କନଷ୍ଟେବଳଙ୍କ ମୁହଁ ଓ ଆଖିରେ ଗଭୀର ଆଘାତ ଲାଗିଛି । ଅନ୍ୟ ପୋଲିସ ଅଧିକାରୀ ସୁରକ୍ଷିତ ଥିବା କୁହାଯାଉଛି ।

ମୋହିତ ଗର୍ଗ କହିଛନ୍ତି ଯେ ନକ୍ସଲମାନଙ୍କ ଦ୍ବାରା ଅର୍ଚା ଧାନୋରାରେ IED ବିସ୍ଫୋରଣ ହୋଇଥିଲା। ଏହା ପରେ ଗୁଳି ବିନିମୟ ମଧ୍ୟ କରାଯାଇଥିଲା । ଏହା ପରେ ସୈନିକମାନେ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ 10 ମିନିଟ ଧରି ଗୁଳିବିନିମୟ ପରେ ନକ୍ସଲମାନେ ସେଠାରୁ ପଳାଇ ଯାଇଥିଲେ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.