ETV Bharat / bharat

ବାୟୁସେନା ଅଧିକାରୀଙ୍କ ଆତ୍ମହତ୍ୟା - PRAYAGRAJ

ମଙ୍ଗଳବାର ଆଇଏଏଫର ଜଣେ ଅଫିସର ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ସେ ସରକାରୀ ନିବାସରେ ନିଜ ମୁଣ୍ଡରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି।

ପ୍ରତୀକାତ୍ମକ ଫଟୋ
author img

By

Published : Feb 27, 2019, 12:04 PM IST

ପ୍ରୟାଗରାଜ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶ ଖୁସିରେ ନାଚି ଉଠିଥିଲେ। ସେପଟେ କିନ୍ତୁ ମଙ୍ଗଳବାର ଭାରତୀୟ ବାୟୁସେନାର (ଆଇଏଏଫ)ଜଣେ ଅଫିସର ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ସେ ସରକାରୀ ନିବାସରେ ନିଜ ମୁଣ୍ଡରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି।

ମୃତକ ଅଫିସର ଅରବିନ୍ଦ ସିହ୍ନା ୱିଙ୍ଗ କମାଣ୍ଡର ଭାବେ ପରିଚିତ ଥିଲେ । ସେ ପ୍ରୟାଗରାଜର ପ୍ରତିରକ୍ଷା ମନ୍ତ୍ରାଳୟର ଜନସମ୍ପର୍କର ଅଧିକାରୀ ପଦବୀରେ କାର୍ଯ୍ୟରତ ଥିଲେ। ସେ ହଠାତ ଏପରି ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି। ତେବେ ତାଙ୍କର ପାରିବାରିକ କଳହ ଯୋଗୁଁ ଏପରି ଅଘଟଣା ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

Intro:Body:

ବାୟୁସେନା ଅଧିକାରୀଙ୍କ ଆତ୍ମହତ୍ୟା 

ପ୍ରୟଗରାଜ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶ ଖୁସିରେ ନାଚି ଉଠିଥିଲେ । ସେପଟେ କିନ୍ତୁ ମଙ୍ଗଳବାର ଆଇଏଏଫର ଜଣେ ଅଫିସର ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ସେ ସରକାରୀ ନିବାସରେ ଆତ୍ମହତ୍ୟା କରିଛନ୍ତି । 

ମୃତକ ଅଫିସର ଅରବିନ୍ଦ ସିହ୍ନା ୱିଙ୍ଗ କମାଣ୍ଡର ଭାବେ ପରିଚିତ ଥିଲେ । ସେ ପ୍ରୟାଗରାଜର ପ୍ରତିରକ୍ଷା ମନ୍ତ୍ରାଳୟର ଜନସମ୍ପର୍କର ଅଧିକାରୀ ପଦବୀରେ କାର୍ଯ୍ୟରତ ଥିଲେ । ସେ ହଠାତ ଏପରି ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.