ETV Bharat / bharat

ନିଖୋଜ ବିମାନ AN-32 ସମ୍ପର୍କରେ ସୂଚନା ଦେଲେ ମିଳିବ 5ଲକ୍ଷ ପୁରସ୍କାର - ନିଖୋଜ ବିମାନ

ନିଖୋଜ ବିମାନ AN-32 ସମ୍ବନ୍ଧରେ ସୂଚନା ପାଇଁ ଭାରତୀୟ ବାୟୁସେନା ଘୋଷଣା କଲା 5 ଲକ୍ଷର ପୁରସ୍ଖାର ରାଶି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 9, 2019, 1:54 AM IST

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନିଖୋଜ ବିମାନ AN-32 ସମ୍ବନ୍ଧରେ ବିଶ୍ବସନୀୟ ସୂଚନା ପାଇଁ ବାୟୁସେନା ଘୋଷଣା କରିଛି ପୁରସ୍କାର ରାଶି । ଯେଉଁ ବ୍ୟକ୍ତି ସବିଶେଷ ତଥ୍ୟ ସହ ନିଖୋଜ ବିମାନ ବିଷୟରେ ସୂଚନା ଦେବେ ତାଙ୍କୁ ମିଳିବ 5 ଲକ୍ଷ ଟଙ୍କାର ପୁରସ୍କାର ।

ୱିଙ୍ଗ କମାଣ୍ଡର ରତ୍ନାକର ସିଂହ, ଡ଼ିଫେନ୍ସ ପିଆରଓ, ଏୟାର ମାର୍ଶାଲ ଆର.ଡ଼ି ମାଥୁର ଏବଂ ପୂର୍ବ ବାୟୁସେନା କମାଣ୍ଡ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଏଥିସହିତ ସନ୍ଧାନ ସମୟରେ ଯଦି କୌଣସି ବ୍ୟକ୍ତି ବିମାନ ସମ୍ବନ୍ଧରେ ସୂଚନା ଦେବାକୁ ଚାହୁଁଥିଲେ ଟେଲିଫୋନ ନମ୍ବର ମଧ୍ୟ ସେନା ଜାରି କରିଛି । ଲ୍ୟାଣ୍ଡ ଲାଇନ ନଂ- 0378-3222164 ହୋଇଥିବା ବେଳେ ମୋବାଇଲ ନଂ ରହିଛି 9436499477/ 9402077267/ 9402132477।

Intro:Body:

xcxc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.