ETV Bharat / bharat

ତେଜସ ଉଡାଇଲେ ବାୟୁସେନା ମୁଖ୍ୟ - RKS Bhadauria flew the Light Combat Aircraft Tejas

ବାୟୁସେନା ମୁଖ୍ୟ ଭଦୋରିଆ 45 ସ୍କ୍ବାଡ୍ରନ ସହିତ ସୁଲୁର ଏୟାରବେସରୁ ହାଲୁକା ସ୍ବଦେଶୀ ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଛନ୍ତି । ଚୀନ ଓ ନେପାଳ ସୀମାରେ ଚାଲିଥିବା ଟେନସନ ମଧ୍ୟରେ ସ୍ବଦେଶୀ ବିମାନ ତେଜସର ଦ୍ବିତୀୟ ସ୍କ୍ବାଡ୍ରନ ବାୟୁସେନାରେ ସାମିଲ ହୋଇସାରିଛି । ଅଧିକ ପଢନ୍ତୁ...

ତେଜସ ଉଡାଇଲେ ବାୟୁସେନା ମୁଖ୍ୟ
ତେଜସ ଉଡାଇଲେ ବାୟୁସେନା ମୁଖ୍ୟ
author img

By

Published : May 27, 2020, 4:29 PM IST

ହାଇଦ୍ରାବାଦ: ଚୀନ ଓ ନେପାଳ ସୀମାରେ ଚାଲିଥିବା ଟେନସନ ମଧ୍ୟରେ ସ୍ବଦେଶୀ ବିମାନ ତେଜସର ଦ୍ବିତୀୟ ସ୍କ୍ବାଡ୍ରନ ବାୟୁସେନାରେ ସାମିଲ ହୋଇସାରିଛି । ଏହି ସ୍କ୍ବାଡ୍ରନକୁ ଫ୍ଲାଇଙ୍ଗ୍‌ ବୁଲେଟର ନାଁ ଦିଆଯାଇଛି । ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୋରିଆ ସୁଲୁର ଏୟାରବେସରୁ ଏହାର ଶୁଭାରମ୍ଭ କରିଛନ୍ତି । ବାୟୁସେନା ମୁଖ୍ୟ ନିଜେ ତେଜସରେ ବସି ଉଡାଣ ଭରିଥିଲେ ।

ତେଜସ ଉଡାଇଲେ ବାୟୁସେନା ମୁଖ୍ୟ

ବାୟୁସେନା ମୁଖ୍ୟ ଆର.କେ.ଏସ ଭଦୋରିଆ 45 ସ୍କ୍ବାଡ୍ରନ ସହିତ ସୁଲୁର ଏୟାରବେସରୁ ହାଲୁକା ସ୍ବଦେଶୀ ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଥିଲେ । ବାୟୁସେନା ମୁଖ୍ୟ ମାର୍ଶାଲ ଆର.କେ ଭଦୋରିଆ ବର୍ତ୍ତମାନ ସୁଦ୍ଧା 28ରୁ ଉର୍ଦ୍ଧ୍ବ ଯୁଦ୍ଧ ବିମାନ ଓ ପରିବହନ ବିମାନର ଉଡାଇ ସାରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.