ETV Bharat / bharat

ପ୍ରଣବଙ୍କ ପରଲୋକରେ ଟ୍ରମ୍ପଙ୍କ ଶୋକପ୍ରକାଶ

author img

By

Published : Sep 2, 2020, 6:10 AM IST

ଭାରତର ଅଦ୍ବିତୀୟ ଜନନେତା, ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ..

donald trump
donald trump

ନ୍ୟୁୟର୍କ: ଭାରତର ଅଦ୍ବିତୀୟ ଜନନେତା, ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଣବଙ୍କ ଦେହାନ୍ତ ଖବର ତାଙ୍କୁ ମର୍ମାହତ କରିଥିବା ବ୍ୟକ୍ତ କରିଛନ୍ତି ଟ୍ରମ୍ପ ।

ସେହିପରି ଶୋକ ସନ୍ତପ୍ତ ପରିବାର ବର୍ଗକୁ ମଧ୍ୟ ନିଜର ଶୋକବାର୍ତ୍ତା ଜଣାଇଛନ୍ତି । ଟ୍ରମ୍ପ କହିଛନ୍ତି ଭାରତ ତାର ଜଣେ ସୁଦକ୍ଷ ନେତାଙ୍କୁ ହରାଇଲା, ଯାହା ଭାରତ ପାଇଁ ଏକ ଦୁଃଖଦ ସମୟ । ମୁଁ ଏଥିପାଇଁ ପୂର୍ବତନ ରାଷ୍ଟପତି ପ୍ରଣବ ମୂଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତୀୟଙ୍କ ପାଇଁ ଦୁଖିତ ବୋଲି ଉଲ୍ଲେଖ କରିଛନ୍ତି ଟ୍ରମ୍ପ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.