ETV Bharat / bharat

‘ଦେଶର ୧୩୦ କୋଟି ଜନତାଙ୍କୁ ସଂଘ ହିନ୍ଦୁ ଭାବେ ଗଣନା କରେ’ - mohan bhagwat hindu speech

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ପ୍ରମୁଖ ମୋହନ ଭାଗବତ ହିନ୍ଦୁତ୍ବକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ସଂଘ ଅନୁଯାୟୀ ସମସ୍ତ ୧୩୦ କୋଟି ଜନତା ହିନ୍ଦୁ ଅଟନ୍ତି ।

mohan bhagwat
mohan bhagwat
author img

By

Published : Dec 26, 2019, 8:16 PM IST

ହାଇଦ୍ରାବାଦ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ପ୍ରମୁଖ ମୋହନ ଭାଗବତ ହିନ୍ଦୁତ୍ବକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ସଂଘ ଅନୁଯାୟୀ ସମସ୍ତ ୧୩୦ କୋଟି ଜନତା ହିନ୍ଦୁ ଅଟନ୍ତି ।

ସେ ବୁଧବାର ହାଇଦ୍ରାବାଦର ସରୂର ନଗର ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉପସ୍ଥିତ ରହି କହିଛନ୍ତି, ଭାରତର ଲୋକଙ୍କ ସଂସ୍କୃତି ଏବଂ ଧର୍ମ ଯାହା ହେଉ ନା କାହିଁକି ସେମାନଙ୍କୁ ସଂଘ ହିନ୍ଦୁ ଭାବେ ପରିଗଣନା କରେ ।

ସେ ଆହୁରୀ ମଧ୍ୟ କହିଛନ୍ତି, ଯିଏ ରାଷ୍ଟ୍ରବାଦୀ ସହ ଭାରତୀୟ ସଂସ୍କୃତିକୁ ସମ୍ମାନ କରେ ସେ ହିନ୍ଦୁ ଅଟେ । ତେଣୁ ସବୁ ସମାଜ ଆମର ଏବଂ ସଂଘ ସମସ୍ତଙ୍କୁ ଏକ କରିବାକୁ ଚାହେଁ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.