ETV Bharat / bharat

କୋରୋନା ଭୟ: ପୋଲିସ ଷ୍ଟେସନରେ ଲୋକଙ୍କୁ ସାନିଟାଇଜର ବଣ୍ଟନ

ହାଇଦ୍ରାବାଦ ପୋଲିସ ପକ୍ଷରୁ ପୋଲିସ ଷ୍ଟେସନରେ ଲୋକମାନଙ୍କୁ ସାନିଟାଇଜର ବଣ୍ଟନ କରାଯାଉଛି ।

Hyderabad Police provides sanitizers to people
ପୋଲିସ ଷ୍ଟେସନରେ ଲୋକଙ୍କୁ ସାନିଟାଇଜର ବଣ୍ଟନ
author img

By

Published : Mar 19, 2020, 12:43 PM IST

ହାଇଦ୍ରାବାଦ: ସମଗ୍ର ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ତେଣୁ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହି ମାରାତ୍ମକ ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ହାଇଦ୍ରାବାଦ ପୋଲିସ ପକ୍ଷରୁ ପୋଲିସ ଷ୍ଟେସନରେ ଲୋକମାନଙ୍କୁ ସାନିଟାଇଜର ବଣ୍ଟନ କରାଯାଉଛି ।

ତେବେ ହାଇଦ୍ରାବାଦର ସମସ୍ତ ପୋଲିସ ଷ୍ଟେସନକୁ ମାମଲା ରୁଜୁ କରୁବାକୁ ଆସୁଥିବା ଲୋକମାନଙ୍କୁ ସାନିଟାଇଜର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ହାଇଦ୍ରବାଦ ପୋଲିସ କମିଶନର ଅଞ୍ଜନି କୁମାର କହିଛନ୍ତି । ପୋଲିସ କମିଶନର ଆହୁରି କହିଛନ୍ତି, ସହରରେ COVID-19 ବିପଦ ନହଟିବା ପର୍ଯ୍ୟନ୍ତ ଏହି ଅଭ୍ୟାସ ଜାରି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.