ETV Bharat / bharat

କୋରୋନା ଯୋଦ୍ଧାଙ୍କୁ ଫୁଲ ଦେଇ ସ୍ବାଗତ କଲେ ଆପାର୍ଟମେଣ୍ଟ ବାସୀ

author img

By

Published : May 6, 2020, 3:27 PM IST

ଅନେକ ସ୍ଥାନରୁ ଖବର ଆସିଛି ଯେଉଁଠାରେ ଏହି କୋରୋନା ୱାରିୟର୍ସଙ୍କୁ ନିଜ କଲୋନୀ କିମ୍ବା ଆପାର୍ଟମେଣ୍ଟକୁ ଆସିବାକୁ ଦିଆଯାଉ ନାହିଁ । ମାତ୍ର ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଏକ ନର୍ସଙ୍କୁ ସ୍ୱାଗତ କରାଯାଇଛି।

_corona warrior
କୋରୋନା ଯୋଦ୍ଧାଙ୍କୁ ଫୁଲ ଦେଇ ସ୍ବାଗତ କଲେ ଆପାର୍ଟମେଣ୍ଟବାସୀ

ହାଇଦ୍ରାବାଦ: କୋରୋନା ଭାଇରସର ଯୁଦ୍ଧରେ ମୁଖ୍ୟ ଡାକ୍ତର ଏବଂ ମେଡିକାଲ ଅନ୍ୟ ସଦସ୍ୟ ମୁଖ୍ୟ ଭୂମିକା ତୁଲାଉଛନ୍ତି । ଏହି ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକ ସାମାଜିକ ଦୂରତା ବଜାୟ ରଖୁଥିବା ବେଳେ ଏଭଳି ବିପଦ ସମୟରେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ସ୍ବାସ୍ଥ୍ୟକର୍ମୀମାନେ କୋରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଏଭଳି ସମୟରେ ଅନେକ ସ୍ଥାନରୁ ଖବର ଆସିଛି ଯେଉଁଠାରେ ଏହି କରୋନା ୱାରିୟର୍ସଙ୍କୁ ନିଜ କଲୋନୀ କିମ୍ବା ଆପାର୍ଟମେଣ୍ଟକୁ ଆସିବାକୁ ଦିଆଯାଉ ନାହିଁ । ମାତ୍ର ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ କୋରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଏକ ନର୍ସଙ୍କୁ ସ୍ୱାଗତ କରାଯାଇଛି।

ତେବେ ଏହି ସମ୍ମାନ ବି.ଶୀତଲ ସୁହାସିନିଙ୍କୁ ମିଳିଛି । ଶୀତଲ ହାଇଦ୍ରାବାଦ ଗାନ୍ଧୀ ମେଡାକାଲରେ ମାର୍ଚ୍ଚରୁ ନର୍ସ ଭାବରେ କାର୍ଯ୍ୟ କରୁଛନ୍ତି । ଯେଉଁଠାରେ ତାଙ୍କୁ କୋରୋନା ସଂକ୍ରମିତ ରୋଗୀଙ୍କ ଯତ୍ନ ନେବାକୁ ପଡୁଛି। ଏଭଳି ସମୟରେ ତାଙ୍କ ଆପାର୍ଟମେଣ୍ଟରର ଲୋକ ମାନବିକତା ଦେଖାଇ ଶୀତଙ୍କୁ ଫୁଲ ଏବଂ ସାଲ ଦେଇ ସ୍ବାଗତ କରି ତାଙ୍କୁ ସାହସ ଦେଇଛନ୍ତି ।

ଆପାର୍ଟମେଣ୍ଟର ଅଧ୍ୟକ୍ଷ ବି. ଶୀତଲଙ୍କୁ କୋରୋନା ଭଳି ସ୍ଥିତିରେ ନିଜର କର୍ତ୍ତବ୍ୟ ପାଳନ କରିବା ସହିତ ନିଜ ପରିବାରର ଯତ୍ନ ନେଉଥିବାରୁ ତାଙ୍କୁ ସ୍ୱାଗତ କରିଥିଲେ। ତେବେ ନର୍ସଙ୍କୁ ସମ୍ନାନ ଦେଇ ତାଙ୍କ ସାହସ ବଢାଇଥିବାରୁ ଆପାର୍ଟମେଣ୍ଟର ଏହି ପଦକ୍ଷେପକୁ ପ୍ରଶଂସା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.