ETV Bharat / bharat

କଣ୍ଟାକ୍ଟ ଲେସ କାର ପାର୍କିଙ୍ଗ୍ ଶୁଭାରମ୍ଭ କଲା ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର

author img

By

Published : Jul 10, 2020, 10:04 PM IST

କୋରୋନା ମହାମାରୀ ମଧ୍ୟରେ ଶୁକ୍ରବାର ଭାରତର ସର୍ବପ୍ରଥମ କଣ୍ଟାକ୍ଟ ଲେସ କାର ପାର୍କିଙ୍ଗ୍ ଶୁଭାରମ୍ଭ କରିଛି ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ।

contactless car parking
କଣ୍ଟାକ୍ଟ ଲେସ କାର ପାର୍କିଙ୍ଗ୍ ଶୁଭାରମ୍ଭ କଲା ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର

ହାଇଦ୍ରାବାଦ: କଣ୍ଟାକ୍ଟ ଲେସ କାର ପାର୍କିଙ୍ଗ୍ ଶୁଭାରମ୍ଭ କଲା ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର (ଜିଏଚଆଇଏଏଲ) । କୋରୋନା ମହାମାରୀ ମଧ୍ୟରେ ଶୁକ୍ରବାର ଭାରତର ସର୍ବପ୍ରଥମ କଣ୍ଟାକ୍ଟ ଲେସ କାର ପାର୍କିଙ୍ଗ୍ ଶୁଭାରମ୍ଭ କରିଛି ଜିଏମଆର ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ।

ବିମାନବନ୍ଦର କର୍ତ୍ତୃପକ୍ଷ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଟୋଲ୍ କଲେକ୍ସନ୍ (ଏନଇଟିସି) ଫାଷ୍ଟଟ୍ୟାଗ କାର ପାର୍କିଂକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ସହଯୋଗରେ 10 ଟି ଏନଇଟିସି ଫାଷ୍ଟଟ୍ୟାଗ ପ୍ରଦାନକାରୀ ବ୍ୟାଙ୍କକୁ ଏକୀକୃତ କରି ଆସନ୍ତା କିଛି ସପ୍ତାହ ମଧ୍ୟରେ ଅନ୍ୟ ପ୍ରଦାନକାରୀ ବ୍ୟାଙ୍କଗୁଡିକ ସହିତ ଲାଇଭ କରିବେ ।

ଗତ 2019 ନଭେମ୍ବରରେ ଏନପିସିଆଇ ସହଯୋଗରେ ଏୟାରପୋର୍ଟ ଭାରତର ସର୍ବପ୍ରଥମ ଏନଇଟିସି ଫାଷ୍ଟଟ୍ୟାଗ କାରକୁ ଶୁଭାରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ କୋରୋନା ସଙ୍କଟ ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟ କଣ୍ଟାକ୍ଟ-ଲେସ ଟୋଲ ଟ୍ରାଞ୍ଜାକସନ ଜଡିତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.